Browsing Tag

zero night celebration

ନୂଆ ବର୍ଷ ପାଇଁ ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଜିରୋ ନାଇଟ…

ଏଥର ଜମିବ ଜିରୋ ନାଇଟ ସେଲିବ୍ରେସନ, ରାତି ୧୦ ଯାଏଁ ମିଳିଲା ଅନୁମତି

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଜିରୋ ନାଇଟ ଏବଂ ନୂଆ ବର୍ଷ ସେଲିବ୍ରେସନ ହେବ । ରାତି ୭ଟା ଠାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ । ଯେଉଁ ଯେଉଁ ଜାଗାରେ ହୋଟେଲ ରହିଛି ସେ ଜାଗାକୁ ଅତିରିକ୍ତ ଫୋର୍ସ ଦିଆଯିବ । ୨୮ ଟି ଜାଗାରେ ବ୍ଲକି ଚେକିଂ କରାହେବ । ରାତି ୭ ରୁ ସକାଳ ୬ ଯାଏଁ ଚେକିଂ…

ଜିରୋ ନାଇଟ ସେଲିବ୍ରେସନ କଟକଣାକୁ କଡାକଡି କରିବ କମିଶନରେଟ ପୋଲିସ: ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବର ଓ କଟକରେ ଫିକା ପଡ଼ିବ ନୂଆବର୍ଷ ପାଳନ । କଟକଣା ଲଗାଇଛି କମିଶନରେଟ ପୋଲିସ । ରାତି ୧୦ଟା ପରେ କୌଣସି ସେଲିବ୍ରେସନ୍‌ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ। ଏହାସହ ଡିଜେ ନାଇଟକୁ ବି ବ୍ୟାନ କରାଯାଇଛି। ପଲିସ କମିସନର…

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଆସନ୍ତାକାଲିଠୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଜିରୋ ନାଇଟ ଓ ନୂଆବର୍ଷ ସ୍ୱାଗତ ଆଦି ଉତ୍ସବ ପାଳନକୁ…

ନ୍ୟୁଜିଲାଣ୍ଡ ଛୁଇଁଲା ନୂଆବର୍ଷ, ପରସ୍ପରକୁ ଶୁଭେଚ୍ଛା ଜଣାଇଲେ  ନ୍ୟୁଜିଲାଣ୍ଡ ଅଧିବାସୀ

ଭାରତରେ ନୂଆବର୍ଷ ପାଳନ କରଯିବା ପୂର୍ବରୁ ନ୍ୟୁଜିଲାଣ୍ଡରେ ନୂଆବର୍ଷ  ପାଳିଛନ୍ତି ନ୍ୟୁଜଲାଣ୍ଡ ଅଧିବାସୀ । କେବଳ  ଏତିକି ନୁହେଁ ବାଣ ଫୁଟାଇ ଡିଜେ ବଜାଇ ବେଶ୍ ଧୂମଧାମରେ ନୂଆବର୍ଷକୁ  ସ୍ବାଗତ କରିଥିଲେ ନ୍ୟୁଜିଲାଣ୍ଡ ଅଧିବାସୀ। ନ୍ୟୁଜିଲାଣ୍ଡ ଘଣ୍ଟାରେ ରାତି ୧୨ଟା ବାଜିବା ପୂର୍ବରୁ ଆରମ୍ଭ…

ଜିରୋ ନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା, ବିଭିନ୍ନ ହୋଟେଲ ଗୁଡିକରେ ଆରମ୍ଭ ହେଲାଣି ପ୍ରସ୍ତୁତି

ଭୁବନେଶ୍ବର: ଜିରୋ ନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ବିଭିନ୍ନ ହୋଟେଲ ଗୁଡିକରେ ବୁକିଂ କରିଛନ୍ତି । ହୋଟେଲ ଗୁଡିକ ବି ଲୋକଙ୍କୁ ଆକର୍ଷଣ କରିବା ପାଇଁ ସଜେଇ ହେଲେଣି । କିଏ ରାଜ୍ୟ ବାହାରୁ କଳାକାର ଆଣୁଛନ୍ତି ତ ଆଉ କେହି ବିଭିନ୍ନ…