CISF ରେ ହେଡ୍‌ କନେଷ୍ଟବଳ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା ୮୦ ହଜାର ଦରମା

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ହେଡ କନେଷ୍ଟବଳ ପଦବୀରେ ଭର୍ତ୍ତି ପାଇଁ ଆବେଦନ ତୁରନ୍ତ କରନ୍ତୁ । ଇଚ୍ଛୁକ ପ୍ରାର୍ଥୀ ଆପ୍ଲିକେସନ ଲିଙ୍କ ଖୋଲିବା ପରେ ତୁରନ୍ତ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୮ ନଭେମ୍ବର ୨୦୨୩ ରହିଛି ।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ହେଡ କନେଷ୍ଟବଳ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଆପ୍ଲିକେସନ ଲିଙ୍କ ଖୋଲିବା ପରେ ତୁରନ୍ତ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପାଇଁ ଅଫିସିଆଲ ୱେବସାଇଟ cisfrectt.govt.in

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୮ ନଭେମ୍ବର ୨୦୨୩ ରହିଛି । ଏହି ତାରିଖ ପୂର୍ବରୁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରନ୍ତୁ । ଅଫିସିଆଲ ନୋଟିଫିକେସନ ଚେକ୍‌ କରନ୍ତୁ ।

ପଦବୀ ବିବରଣୀ : ୨୧୫

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ଜରୁରୀ । ଏହାସହିତ ଷ୍ଟେଟ, ନ୍ୟାସନାଲ କିମ୍ବା ଇଣ୍ଟରନ୍ୟାସନାଲ ସ୍ତରରେ ଖେଳ, ଆଟଲେଟିକ୍ସରେ ଭାଗ ନେଇଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ଅଣ ସଂରକ୍ଷିତ ଏବଂ ଓବିସି ଏବଂ EWS ପ୍ରାର୍ଥୀଙ୍କୁ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ଏବଂ ମହିଳା ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି ହେବ ଚୟନ :

ଏହି ପଦବୀରେ ଚୟନ ପର୍ଯ୍ୟାୟକ୍ରମେ ପରୀକ୍ଷା ପାସ୍‌ କରିବା ପରେ ହେବ । ପ୍ରଥମେ ଟ୍ରାଏଲ ଟେଷ୍ଟ, ପ୍ରୋଫିସିଏନ୍ସି ଟେଷ୍ଟ, ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ, ଡକ୍ୟୁମେଣ୍ଟେସନ, ମେଡିକାଲ ପରୀକ୍ଷା ପରେ ଚୟନିତ କରାଯିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.