ଦେଶର ସମୁଦ୍ରତଟ ସୁରକ୍ଷାକୁ ନେଇ CISF ର ବଡ଼ ପଦକ୍ଷେପ, ଆରମ୍ଭ ହେବ ବନ୍ଦେ ମାତରମ୍ CISF କୋଷ୍ଟାଲ ସାଇକ୍ଲୋଥନ
ଭୁବନେଶ୍ୱର : ଦେଶର ସମୁଦ୍ରତଟ ସୁରକ୍ଷାକୁ ନେଇ CISF ର ବଡ଼ ପଦକ୍ଷେପ । ସିଆଇଏସଏଫ ପକ୍ଷରୁ ଦେଶବ୍ୟାପୀ ସଚେତନତା ସୃଷ୍ଟି କରିବାକୁ ଆରମ୍ଭ ହେବ ବନ୍ଦେ ମାତରମ୍ CISF କୋଷ୍ଟାଲ ସାଇକ୍ଲୋଥନ–୨୦୨୬ । ଏହି କୋଷ୍ଟାଲ ସାଇକ୍ଲୋଥନ 28 ଜାନୁଆରୀ ରୁ ଆରମ୍ଭ ହୋଇ 22 ଫେବୃଆରୀରେ ସମାପ୍ତ ହେବ। ୨୫…