ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ SO ପଦବୀ ଖାଲି, ମାସକୁ ଦରମା ୯୦ ହଜାର
ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲି । ଏହି ପଦବୀରେ ୬୬ SO ପଦବୀ ପୂରଣ କରାଯିବ । କେବଳ ଅନଲାଇନ ମାଧ୍ୟମରେ ଆବେଦନ କରାଯିବ । ଆବେଦନ କରିବାର ଶେଷ ତାରିଖ ୧୯ ନଭେମ୍ବର ୨୦୨୩ରେ ହେବ ।

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲି ପଡିଛି । ଯୋଗ୍ୟ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରିଦିଅନ୍ତୁ । ଏହି ପଦବୀରେ ୬୬ SO ପଦବୀ ପୂରଣ କରାଯିବ । କେବଳ ଅନଲାଇନ ମାଧ୍ୟମରେ ଆବେଦନ କରାଯିବ । ଇଚ୍ଛୁକ ପ୍ରାର୍ଥୀ iob.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୬ (ସ୍ପେଶାଲିଷ୍ଟ ଅଫିସର)
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ନଭେମ୍ବର ୬ରୁ ଆରମ୍ଭ ହୋଇଥିବା ବେଳେ ଶେଷ ୧୯ ନଭେମ୍ବର ୨୦୨୩ରେ ହେବ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାସକୁ ୮୫୦ ଟଙ୍କା ଆବେଦନ ଶୁଳ୍କ ଭରିବେ । ରିଜର୍ଭ କ୍ୟାଟେଗୋରୀ ୧୭୫ ଟଙ୍କା ଦେବାକୁ ହେବ ।
ଚୟନ ପ୍ରକ୍ରିୟା : ପଦବୀ ପାଇଁ ଚୟନ ପରୀକ୍ଷା ଆଧାରରେ ହେବ । ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୪୮ ହଜାରରୁ ଆରମ୍ଭ ୮୯ ହଜାର ଟଙ୍କା ରହିଛି ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।