Below header

NALCO ରେ ବମ୍ପର ଭର୍ତ୍ତି, ଜାଣନ୍ତୁ କେବେ ଠୁ କରିବେ ଆବେଦନ

ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(NALCO) ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଅନୁସାରେ ବମ୍ପର ପଦବୀରେ ଭର୍ତ୍ତି କରାଯିବ । ଏଠାରେ ଆବେଦନ କରିବାର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଆବେଦନ କରିବାର ତାରିଖ ମାର୍ଚ୍ଚ ୪ରୁ ଆରମ୍ଭ ହେବ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଭଲ ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(NALCO) ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହି ଅନୁସାରେ ବମ୍ପର ପଦବୀରେ ଭର୍ତ୍ତି କରାଯିବ । ଏଠାରେ ଆବେଦନ କରିବାର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ । ଇଚ୍ଛୁକ ଏବ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ nalcoindia.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ମାର୍ଚ୍ଚ ୪ରୁ ଆରମ୍ଭ ହେବ ।

ପଦବୀ ବିବରଣୀ : ୨୭୭

ମେକାନିକାଲ : ୧୨୭
ଇଲେକ୍ଟ୍ରେିକାଲ : ୧୦୦
ଇନଷ୍ଟମେଣ୍ଟେସନ : ୨୦
ମେଟଲର୍ଜି : ୧୦
କେମିକାଲ: ୧୩
କେମେଷ୍ଟ୍ରି: ୭

ଜରୁରୀ ତାରିଖ : ଆବେଦନ କରିବା ପାଇଁ ତାରିଖ ମାର୍ଚ୍ଚ ୪ରୁ ଆରମ୍ଭ ହେଉଥିବା ବେଳେ ଶେଷ ଏପ୍ରିଲ ୨ ତାରିଖରେ ସରିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅତିକମରେ ୬୫ ପ୍ରତିଶତ ମାର୍କ ସହିତ ଫୁଲ ଟାଇ ଇଂଜିନିୟରିଂ ଡିଗ୍ରୀ/କେମେଷ୍ଟ୍ରିରେ ପିଜି ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଦେବାକୁ ହେବ । ସଂରକ୍ଷିତ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ହେବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଗେଟ୍‌ ୨୦୨୩ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ସର୍ଟଲିଷ୍ଟ କରାଯିବ । ସର୍ଟଲିଷ୍ଟ କରାଯାଇଥିବା ପର୍ସନାଲ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.