RCF ରେ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ପିଜି କରିଥିଲେ RCF ରେ ମ୍ୟାନେଜମେଣ୍ଟ ଟ୍ରେନି ପାଇଁ ତୁରନ୍ତ କରନ୍ତୁ ଆବେଦନ । ଏଥିପାଇଁ ଅଫିସିଆଲ ୱେବସାଇଟ rcfltd.com କୁ ଯାଇ ଆବେଦନ କରିପାରିବେ ।

RCF ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ମ୍ୟାନେଜମେଣ୍ଟ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୯ ଅଗଷ୍ଟ ୨୦୨୩ ରହିଛି ।

ପଦବୀ ବିବରଣୀ :୧୨୪(ମ୍ୟାନେଜମେଣ୍ଟ ଟ୍ରେନି)

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୯ ତାରିଖ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ବିଇ/ବିଟେକ/ଗ୍ରାଜୁଏସନ/ପିଜି/ଏମବିଏ/ପିଏଚଡି କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୭ରୁ ୪୭ ର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ କରାଯିବ । ସାକ୍ଷାତକାରରେ ଉପସ୍ଥିତ ଥିବା ପ୍ରାର୍ଥୀ ନିଜର ସମସ୍ତ ଦସ୍ତାବିଜ ଏବଂ ଆଟେଷ୍ଟେଡ କରିଥିବା ଜରୁରୀ । ପ୍ରାର୍ଥୀଙ୍କ ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.rcfltd.com/files/Hindi%20Employment%20News%20-%20MT.pdf

ଆବେଦନ କରନ୍ତୁ :

https://ibpsonline.ibps.in/rcfmtjun23/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.