କଣ ଆପଣ ଅବିବାହିତ, ଏଠାରେ ଲଟେରୀ ଜିତିଲେ ମିଳିଥାଏ ସୁନ୍ଦର କୁଆଁରୀ ତରୁଣୀ

ଏକ ଲଟେରୀ କାହାର ମଧ୍ୟ ଭାଗ୍ୟକୁ ବଦଳାଇ ଚମକାଇ ପାରିବ। ପିଲାବେଳେ ଲଟେରୀ ଖେଳିଲା ବେଳେ କିଛି ବି ଛୋଟ ମୋଟ ଜିନିଷ ମିଳୁଯାଇଥାଏ, ଯାହାକୁ ଦେଖି ଆମେ ଖୁସି ହୋଇଯାଇଥାଉ। ଆପଣ ବଡ ଲଟେରୀ ବିଷୟରେ ଶୁଣିଥିବେ ଯେଉଁଥିରେ ବହୁତ ଟଙ୍କା ଦିଆଯାଇଥାଏ। ଏକ ଲଟେରୀ ଏମିତି ଅଛି ଯାହା ବିଷୟରେ ଶୁଣି ଆପଣ ମଧ୍ୟ କହିବେ ଆପଣଙ୍କର ମଧ୍ୟ ଏପରି ଲଟେରୀ ମିଳିଯାନ୍ତାକି।

ଲଟେରୀରେ ମିଳନ୍ତି ସୁନ୍ଦର ତରୁଣୀ

ବ୍ରାଜିଲର ଏକ ଏମିତି ସ୍ଥାନ ଅଛି ଯେଉଁଠି ଲଟେରୀ ଜିତିଲେ ପୁରଷ୍କାର ଭାବରେ କୁଆଁରୀ ଝିଅଙ୍କୁ ଦିଆଯାଇଥାଏ। ବ୍ରାଜିଲର ଏଙ୍କ୍ରୁଜିଲାହାଦାରେ ଏକ ବାର ରହିଛି ଯେଉଁଠି ଲଟେରୀରେ ସୁନ୍ଦର ତରୁଣୀ ମାନେ ମିଳିଥାନ୍ତି। ଏଠାରେ ପୁରଷ୍କାରରେ ଟଙ୍କା ନୁହେଁ ବରଂ ଝିଅ ମାନେ ମିଳିଥାନ୍ତି।

ଏହା ସହ ପଢ଼ନ୍ତୁ : ବିଚିତ୍ର ସ୍ଥାନ ! ଏଠାରେ ପୁରୁଷ ହୋଇଥାନ୍ତି ମହିଳାଙ୍କ ଦ୍ବାରା ଦୁଷ୍କର୍ମର ଶିକାର

ଏହି ଲଟେରୀରେ ପୁରୁଷ ମାନେ ଅଲଗା ଅଲଗା ନମ୍ବରରେ ଟିକେଟ କିଣିଥାନ୍ତି। ଏହି ଟିକେଟର ମୁଲ୍ୟ ପ୍ରାୟ ୫ ପାଉଣ୍ଡ ହୋଇଥାଏ। ଯେତେବେଳେ ବି କାହାର ଲଟେରୀ ଲାଗିଥାଏ ତେବେ ତାକୁ ଏକ କୁଆଁରୀ ଝିଅ ଦିଆଯାଇଥାଏ।

girls

କରିପାରିବେ ମଧ୍ୟ ଏହି କାମ

ଏଠାରେ ଯିଏ ସବୁଠୁ ଦାମୀ ଟିକେଟ କିଣିଥାଏ ତେବେ ତାକୁ ଭର୍ଜିନ ଝିଅ ଦିଆଯାଇଥାଏ। ଏଥିରେ ଜିତିଥିବା ବ୍ୟକ୍ତିଙ୍କ ସହିତ ଏହି ଝିଅ ମାନେ ସମ୍ବଦ୍ଧ ରଖିପାରିବେ। ଏଠାକାର କିଛି ଏମିତି ନିୟମ ରହିଛି ଯାହାଦ୍ବାରା ଲୋକମାନେ ବହୁତ ଉପଭୋଗ କରିଥାନ୍ତି।