Below header

ନାରୀକୁ ଏହି ୩ଟି କାମ କରୁଥିବାର ଦେଖିବା ହୋଇଥାଏ ସବୁଠାରୁ ବଡ଼ ପାପ ! କେବେ ବି ହୁଅନ୍ତୁ ନାହିଁ ଏହି ପାପର ଭାଗିଦାର

ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ ବର୍ଣ୍ଣିତ ଏମିତି ୩ଟି କାମ ବିଷୟରେ କହିବୁ, ଯାହାକୁ ଜଣେ ନାରୀ କରୁଥିବା ବେଳେ କେବେ ବି ଦେଖିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ସ୍ତ୍ରୀଙ୍କୁ ଏମିତି କାମ କରୁଥିବା ସମୟରେ ଦେଖିବାକୁ ଚେଷ୍ଟା ବି କରେ, ସେ ପାପର ଭାଗିଦାର ହୋଇଥାଏ।

woman3

୧. କୌଣସି ନାରୀକୁ ଗାଧୋଉଥିବାର ଦେଖିଲେ ଶାସ୍ତ୍ରରେ ଘୋର ପାପ ବୋଲି କୁହାଯାଇଛି। ଯେଉଁ ବି ବ୍ୟକ୍ତି ଏମିତି କରିଥାଏ, ତାକୁ ଦଣ୍ଡ ମିଳିଥାଏ। ସ୍ତ୍ରୀକୁ ସବୁବେଳେ କପଡ଼ା ପିନ୍ଧି ସ୍ନାନ କରିବା ଉଚିତ। କପଡ଼ା ପିନ୍ଧି ସ୍ନାନ କରିବା ଭଲ ହୋଇଥାଏ।

woman2

୨. କେହି କେବେ କୌଣସି ସ୍ତ୍ରୀକୁ ତା’ ଶିଶୁକୁ ସ୍ତନପାନ କରୁଥିବା ବେଳେ ଦେଖିବା ଉଚିତ ନୁହେଁ। କାହିଁକି ନା, ଯେତେବେଳେ କୌଣସି ଛୁଆ ମା’ କୋଳରେ ଜନ୍ମ ନେଇଥାଏ, ସେ କ୍ଷୀର ପାଇଁ ମା’ ଉପରେ ନିର୍ଭର କରିଥାଏ। ଯଦି କୌଣସି ବ୍ୟକ୍ତି ଶିଶୁକୁ କ୍ଷୀର ପିଆଉଥିବା ନାରୀକୁ ଦେଖିଦିଏ, ସେ ପାପର ଭାଗିଦାର ହୋଇଯାଇଥାଏ।

woman4

୩. ଶାସ୍ତ୍ରରେ କୁହାଯାଇଛି, ପ୍ରତ୍ୟେକ ନାରୀର ଇଜ୍ଜତ ତା’ କପଡ଼ାରେ ରହିଥାଏ। ଯଦି କେହି ବ୍ୟକ୍ତି କୌଣସି ନାରୀକୁ କପଡ଼ା ବଦଳାଉଥିବାର ଦେଖେ, ସେ ମଧ୍ୟ ପାପର ଭାଗିଦାର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.