ଅଣନିଶ୍ବାସୀ ହେବ ମଣିଷ, ପୃଥିବୀରୁ ଖୁବ ଶୀଘ୍ର ସରିଯିବ ଅମ୍ଳଜାନ !

ଅଣନିଶ୍ବାସୀ ହେବ ମଣିଷ । ପୃଥିବୀରୁ ଖୁବ ଶୀଘ୍ର ସରିଯିବ ଅମ୍ଳଜାନ!! । ଆସନ୍ତା ପିଢ଼ି ପାଇଁ ବଞ୍ଚିବାକୁ ମିଳିବନି ଅମ୍ଳଜାନ।

ଅଣନିଶ୍ବାସୀ ହେବ ମଣିଷ । ପୃଥିବୀରୁ ଖୁବ ଶୀଘ୍ର ସରିଯିବ ଅମ୍ଳଜାନ!! । ଆସନ୍ତା ପିଢ଼ି ପାଇଁ ବଞ୍ଚିବାକୁ ମିଳିବନି ଅମ୍ଳଜାନ। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବିଶେଷଜ୍ଞ । ରିସର୍ଚ୍ଚ ଅନୁସାରେ ପରିବେଶ ମିଥେନ ଗ୍ୟାସରେ ଭରିଯିବ। ଯାହାକି ମାନବ ସହିତ ସମଗ୍ର ପ୍ରାଣୀ ଜଗତର ସମାପ୍ତିର କାରଣ ହେବ। ସୂର୍ଯ୍ୟଙ୍କର ବଢ଼ୁଥିବା ତାପ, ଉଜ୍ଜ୍ବଳତା ଏବଂ ରଶ୍ମି ଦ୍ବାରା ବାୟୁମଣ୍ଡଳରେ ହେଉଥିବା ଛିଦ୍ର ପାଇଁ ପୃଥିବୀର ଉଦ୍ଭିଦ ଜଗତ ଉପରେ ଭୟଙ୍କର ପ୍ରଭାବ ପଡ଼ିବ।

ଯାହାର ଫଳ ସ୍ବରୁପ H2O ସ୍ତର କମିବ ଅର୍ଥାତ ଅମ୍ଳଜାନ ଉତ୍ପାଦନରେ ହ୍ରାସ ଘଟିବ। ପୂର୍ବରୁ କୁହାଯାଉଥିଲା ଯେ, ସୌର ବିକିରଣ ବୃଦ୍ଧି ପ୍ରାୟ ୨ ବିଲିୟନ ବର୍ଷ ମଧ୍ୟରେ ପୃଥିବୀର ସମୁଦ୍ରକୁ ବାଷ୍ପୀଭୂତ କରିବ, କିନ୍ତୁ ପ୍ରାୟ ନୂତନ ମଡେଲରୁ ଜଣାପଡିଛି ଯେ ଅମ୍ଳଜାନର ଅବନତି ଭୂପୃଷ୍ଠ ଜଳ ନଷ୍ଟ ହେବା ପୂର୍ବରୁ ଘଟିବ ଏବଂ ଏହା ତୁରନ୍ତ ସାଂଘାତିକ ପ୍ରମାଣିତ ହେବ।

Leave A Reply

Your email address will not be published.