ଯଦି କାହାକୁ ଗାଡି ଡ୍ରାଇଭିଙ୍ଗ୍‌ ଶିଖାଇବା ପାଇଁ ଭାବୁଛନ୍ତି ତାହେଲେ ଏ ଭିଡିଓ ଉପରେ ଥରେ ପକାନ୍ତୁ ନଜର

ଆରେ ଭାଇ ଡ୍ରାଇଭିଙ୍ଗ୍‌ ସିଖିବା ଏବଂ ଶିଖାଇବା ଉଭୟ ମଧ୍ୟରେ ବହୁତ ଫରକ ଅଛି। ଏସବୁ ପାଇଁ ପ୍ରଥମେ ଧଯ୍ୟର୍ ଦରକାର। ଛୋଟ ଭାଇ ଏବଂ ଭଉଣୀକୁ ଡ୍ରାଇଭିଂ ଶିଖାଇବା ଅଲଗା ଲେବଲର କାମ। ଏହାକୁ ସମସ୍ତେ ନେଇଁ ଆଣି ଥୋଇବା କାଠି କର ପାଠ। ଆପଣଙ୍କୁ ଆଜି ଆମେ ଏକ ଭିଡିଓ ଦେଖାଇବୁ ଯାହାକୁ ଆପଣ ଦେଖିବା ପରେ ଯଦି କାହାକୁ ଗାଡି ଶିଖାଇବା ପାଇଁ ଚିନ୍ତା କରୁଛନ୍ତି ତାହେଲେ ଟିକେ ସତର୍କ ହୋଇଯାନ୍ତୁ।

driveeଏହି ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ନିଜର ଛୋଟ ଭାଇକୁ ଗାଡି ଚଲାଇବାକୁ ଦେଲେ। କିନ୍ତୁ ସାନ ଭାଇ ଜଣଙ୍କ ଏମିତି ଡ୍ରାଇଭ କଲା ଯେ ଯାହା ଇଣ୍ଟରନେଟରେ ଭାଇରାଲ ହୋଇଗଲା। ଆଉ ଆପଣ ଏହି ଭିଡିଓ ଦେଖି କହିବେ ବାଃ କ୍ୟା ଡ୍ରାଇଭିଂ ହେ।


ତେବେ ଏହି ଭିଡିଓଟି ସେୟାର ହେବା ମାତ୍ରକେ ଖୁବ୍‌ ଭାଇରାଲ ହୋଇଥିଲା। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ବ୍ୟକ୍ତି ଜଣଙ୍କ ତାଙ୍କ ଛୋଟ ଭାଇକୁ ବଡ ସିରିୟସ ଭାବରେ ଗାଡି ଚଲାଉଥିବାର ଦେଖୁଛନ୍ତି। ଏହି ଭିଡିଓରେ ସବୁକିଛି ନର୍ମାଲ ନଜର ଆସୁଛୁ। କିନ୍ତୁ ପରେ ଦେଖିବାକୁ ମିଳୁଛି ଯେ ବ୍ୟକ୍ତିଙ୍କ ସାନ ଭାଇ ଏମିତି ଗାଡି ଡ୍ରାଇଭ କରିଛି ଯେ ବଡ ଭାଇର ମୁଣ୍ଡ ଏକଦମ୍‌ ଟିଣ। ଆଉ ଏହାପରେ ବଡ ଭାଇ ସାନ ଭାଇର ଡ୍ରାଇଭିଂର ଭିଡିଓ ଇଣ୍ଟରନେଟରେ ସେୟାର କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.