ଏଠାରେ ସୁନ୍ଦର ଶିଶୁ ଜନ୍ମ କଲେ ମିଳିଥାଏ ଦଣ୍ଡ, କଳା ଛୁଆ ପାଇଁ ମହିଳାମାନେ କରୁଛନ୍ତି ଏହି ଭୟଙ୍କର କାମ

ପ୍ରାୟ ସମସ୍ତ ମହିଳା ଗର୍ଭାବସ୍ଥାରେ ସୁନ୍ଦର ଏବଂ ଗୋରା ଶିଶୁ ପାଇଁ ବହୁତ ପ୍ରକାରର ଜିନିଷ ଖାଇଥାନ୍ତି। କିନ୍ତୁ ଦୁନିଆର ଏମିତି ଏକ ସ୍ଥାନ ଏମିତି ଅଛି ଯେଉଁଠି ସୁନ୍ଦର ପିଲାଙ୍କୁ ଜନ୍ମ ଦେଲେ ମିଳିଥାଏ ଦଣ୍ଡ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ନିୟମ ବିଷୟରେ ଯେଉଁଠି ମହିଳାମାନେ ସୁନ୍ଦର ଏବଂ ଗୋରା ଶିଶୁକୁ ଜନ୍ମ ଦେଇପାରିବେନାହିଁ।
ସୁନ୍ଦର ଶିଶୁକୁ ଜନ୍ମ ଦେଇପାରିବେନାହିଁ ମହିଳା
ଏଠାରେ ଜନ୍ମ ହୋଇଥିବା କୌଣସି ବି ଶିଶୁ କଳା ନହୋଇ ଯଦି ଗୋରା ହୋଇଗଲା, ତେବେ ତାହାକୁ ଜନ୍ମ ପରେ ମାରିଦିଆଯାଏ। କାରଣ ସେ ଗୋରା ହେବା କାରଣରୁ ଅଲଗା ସମୁଦାୟର ଲାଗିଥାଏ। ଅଣ୍ଡାମାନ ପୋଲିସ ସାମ୍ନାରେ ଏହା ଏକ ବଡ ସମସ୍ୟା ପାଲଟିଛି, ପୋଲିସ ଜାଣିପାରୁନାହିଁ ଯେ ଏହି ଦଣ୍ଡ ପାଇଁ ସେ କାର୍ୟ୍ୟାନୁଷ୍ଠାନ ନେବେ ବା ଏହି ଟ୍ରାଇବାଲ ପରମ୍ପରାକୁ ରଖିବାକୁ ଦେବେ।। ଏଠାରେ ଶିଶୁ ଯଦି ଗୋରା ଜନ୍ମ ହେଲା,ତେବେ ତାକୁ ମାରି ଦିଆଯାଏ କାରଣ ସେ ଅଲଗା ସମୁଦାୟର ନଦେଖାଯାଉ।
ମହିଳାମାନେ ପିଅନ୍ତି ପଶୁଙ୍କର ରକ୍ତ
ଏଠାରେ ମହିଳାମାନେ କଳା ଶିଶୁକୁ ଜନ୍ମ କରିବା ପାଇଁ ପଶୁଙ୍କର ରକ୍ତକୁ ପିଇଥାନ୍ତି। ଏଠାର ଏହା ଧାରଣା ରହିଛି ଯେ ଯଦି ଗର୍ଭବତୀ ମହିଳାଙ୍କୁ ରକ୍ତ ପିଇବାକୁ ଦିଆଯାଏ ତେବେ ପିଲାର ରଙ୍ଗ କଳା ହୋଇଯାଇଥାଏ।