ଷ୍ଟେଟ୍ ଷ୍ଟାର୍ଟ ଅପ୍‌ ର‍୍ୟାଙ୍କିଂରେ ଓଡ଼ିଶା

ଦିଲ୍ଲୀ(କେନ୍ୟୁଜ୍) : ଷ୍ଟେଟ୍ ଷ୍ଟାର୍ଟ ଅପ୍‌ ର‍୍ୟାଙ୍କିଂରେ ଓଡ଼ିଶା । ୨୦୧୮ ତାଲିକାର ଟପ୍‌ ପରଫର୍ମ ହୋଇଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଫଳ ରାଜ୍ୟଗୁଡିକୁ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାରୁ ଏମଏସଏମଇ ସଚିବ ଏଲଏନ ଗୁପ୍ତା ଦିଲ୍ଲୀରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.