ଆପଣଙ୍କ ନାମର ପ୍ରଥମ ଅକ୍ଷର ଯଦି ‘A’, ତେବେ ଜାଣନ୍ତୁ ଏହାର ବିଶେଷତ୍ବ

ସବୁ ବ୍ୟକ୍ତିଙ୍କର ନାଁର ରହିଥାଏ ଅଲଗା ଅଲଗା ମହତ୍ବ । ଯାହାର ପ୍ରଭାବ ସିଧାସଳଖ ଜୀବନ ଉପରେ ପଡିଥାଏ । ଆପଣଙ୍କ ନାଁର ପ୍ରଥମ ଅକ୍ଷରର ପ୍ରଭାବ ବହୁତ ପ୍ରଭାବଶାଳୀ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାଁର ପ୍ରଥମ ଅକ୍ଷର ବ୍ୟକ୍ତିର ଭାଗ୍ୟ ଏବଂ ଭବିଷ୍ୟ ସମ୍ପର୍କରେ ସୂଚନା ଦେଇଥାଏ ା

1-512ଆସନ୍ତୁ ଜାଣିବା ‘A’ ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ :

-ଯେଉଁ ଲୋକ ମାନଙ୍କର ପ୍ରଥମ ଅକ୍ଷର ‘A’ ହୋଇଥାଏ ସେମାନେ ବହୁତ ପରିଶ୍ରମୀ, ଧର‌୍ୟ୍ୟବାନ୍ ହୋଇଥାନ୍ତି । ସେମାନେ ସିଧାସଳଖ କଥା ହେବାକୁ ପସନ୍ଦ କରିଥାନ୍ତି । ପର୍ସନାଲ୍ ଏବଂ ପ୍ରଫେସନାଲ ଦୁଇଟି ସ୍ଥାନରେ ନିଜ ମନକଥାକୁ ଖୋଲିକି ରଖିଥାନ୍ତି ।

Aamir_Khan-ଏହି ‘A’  ଅକ୍ଷରର ବ୍ୟକ୍ତିମାନେ ନିଜ ଆକର୍ଷଣୀୟ ବ୍ୟକ୍ତିତ୍ବର ମାଲିକ ଅଟନ୍ତି । ନିଜର କାମ ପାଇଁ ସର୍ବଦା ଲୋକଲୋଚନକୁ ଆସିବାକୁ ପସନ୍ଦ କରିଥାନ୍ତି ।

A1– ‘A’  ଅକ୍ଷରର ବ୍ୟକ୍ତିମାନେ ନିଜର ସମ୍ପର୍କକୁ ନେଇ ସର୍ବଦା ସଜାଗ ରହିଥାନ୍ତି । ଲବ୍ ଲାଇଫ କଥା କହିଲେ ଏମାନେ ନିଜର ପ୍ରେମିକା କିମ୍ବା ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ନିଜର ଭଲପାଇବାକୁ ସେମାନେ କେବେବି ଖୋଲିକି କହିପାରିନଥାନ୍ତି । ନିଜକୁ ସବୁବେଳେ ରୋମାନ୍ସଠାରୁ ଦୂରେଇକି ରଖିବା ପାଇଁ ପସନ୍ଦ କରିଥାନ୍ତି ।

A4-ପୂଜାପାଠ କରିବା ଏବଂ ଲୋକମାନଙ୍କୁ ଏଥିପାଇଁ ସଚେତନ କରିବାକୁ ଏମାନଙ୍କୁ ଭଲ ଲାଗିଥାଏ । ଧର୍ମ ସମ୍ବନ୍ଧୀୟ କାମ ପାଇଁ ବୁଲାବୁଲି କରିବାକୁ ଏମାନଙ୍କୁ ଭଲ ଲାଗିଥାଏ । ଏହା ସେମାନଙ୍କୁ ଶାନ୍ତି ପହଁଚାଇଥାଏ ।

A3-ଯେଉଁ ବ୍ୟକ୍ତିଙ୍କ ନାଁ ‘A’ ଅକ୍ଷରରୁ ଆରମ୍ଭ ସେମାନଙ୍କୁ ସଫଳତା ଜଲଦି ମିଳିନଥାଏ । ଏମାନଙ୍କ କାମରେ ବହୁତ ବାଧା ଆସିଥାଏ । କିନ୍ତୁ ଯେବେ ଏମାନଙ୍କୁ ସଫଳତା ମିଳିଥାଏ ସେତେବେଳେ ପୁରା ଦୁନିଆ ପାଇଁ ସେମାନେ ମିସାଲ ତିଆରି କରିଥାନ୍ତି ।

A2-ଏହି ‘A’ ଅକ୍ଷରର ବ୍ୟକ୍ତିଙ୍କ ପସନ୍ଦ ବାକି ସମସ୍ତଙ୍କ ଠାରୁ ଅଲଗା ଏବଂ ଖାସ୍ ହୋଇଥାଏ । ଏମାନଙ୍କୁ କାହାଠାରୁ ଗିଲ୍ଟ ଆଣିବା ପସନ୍ଦ ହୋଇନଥାଏ । ସମସ୍ତଙ୍କ ସହିତ ମିଳିମିଶି ରହିବା ପାଇଁ ଏମାନେ ବେଶ୍ ପସନ୍ଦ କରିଥାନ୍ତି ।

Leave A Reply

Your email address will not be published.