କଦଳୀ ଖାଇବା ପାଇଁ ବଡ ଅଜବ ଢ଼ଙ୍ଗରେ ବ୍ୟକ୍ତିଙ୍କୁ ଇସାରା ଦେଲା ପିଞ୍ଜରା ଭିତରେ ଥିବା ଜଙ୍ଗଲୀ ଗୋଧୀ, ଆଉ ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ଆପଣ ପ୍ରାୟ ପ୍ରତ୍ୟେକ ସମୟରେ ଜୀବ ଜନ୍ତୁଙ୍କର ୟୁନିକ ଭିଡିଓ ଇଣ୍ଟରନେଟରେ ଦେଖିଥିବେ। ତେବେ ଏହି ସବୁ ଭିଡିଓ ସୋସିଆଲ ମିଡିଆରେ ବି ଖୁବ୍‌ ଭାଇରାଲ ହୋଇଥାଏ। କେବଳ ପିଲାମାନେ ନୁହେଁ ବଡ ଲୋକମାନେ ମଧ୍ୟ ଏହାକୁ ଦେଖି ଖୁବ୍‌ ଆନନ୍ଦ ନେଇଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ଏହି ଭିଡିଓରେ ଦେଖିପାରୁଥିବେ ଯେ ଜଣେ ବ୍ୟକ୍ତି ହାତରେ ଗୋଟେ କଦଳୀ ଧରି ପିଞ୍ଜରା ଭିତରେ ଥିବା ଗୋଧିକୁ ଦେଖଉଛନ୍ତି। ଏହାପରେ ବ୍ୟକ୍ତି ଗୋଧି ଧୀରେ ଧୀରେ କଦଳୀକୁ ଅଜବ ତରିକାରେ କାଟି ଖାଉଥିବାର ଦେଖାଗଲା।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା କୌଣସି ମାମୁଲି ଗୋଧୀ ନୁହେଁ ବରଂ ଜଙ୍ଗଲରେ ବୁଲୁଥିବା ବଡ ଗୋଧୀ। ତେବେ ଗୋଧୀର ଏହିପରି ଭାବରେ କଦଳୀ ଖାଇବାକୁ ଦେଖି ଆପଣ ଏହା ନିଶ୍ଚିତ ହୋଇଯାଇଥିବେ ଯେ ତାକୁ କଦଳୀ ଖାଇବା କେତେ ପସନ୍ଦ।

ଏହି ଭିଡିଓକୁ Jay Prehistoric Pets ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତେବେ ଏହି ଭିଡିଓ ସେୟାର ହେବା ମାତ୍ରକେ ହିଁ ବହୁତ ଭିଓର୍ସ ହେବା ସହିତ ସେୟାର ମଧ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.