Below header

୬୩ ବର୍ଷରେ ଜବରଦସ୍ତ ଠୁମକା ଲଗାଉଛନ୍ତି ଦାଦି, ଭିଡିଓ ଦେଖି ମାଧୁରୀ ବି ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ୟାନ୍ସିଙ୍ଗ୍‌ ଦାଦି ଆଜ୍ଞା ହଁ, ଆପଣ ବି ଦାଦି ମା’ଙ୍କର ଏହି ଭିଡିଓ ଦେଖିବେ ତାଙ୍କୁ ଏହି ନାଁରେ ହିଁ ଡାକିବେ। କାହିଁକିନା ଦାଦି ଏତେ ସୁନ୍ଦା ଭାବେ ଡ୍ୟାନ୍ସ କରୁଛନ୍ତି ଯେ, ଯାହାକୁ ଆଚ୍ଛା ଆଚ୍ଛା ଡ୍ୟାନ୍ସର ବି କରିପାରିବେନି। ସବୁଠୁ ବଡ କଥା ହେଉଛି ତାଙ୍କ ବୟସ, ୬୩ ବର୍ଷ ବୟସରେ ବି ଅତି ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି ଯେ ଆପଣ ବି ଦେଖିଲେ ଆପଣଙ୍କ ମନ ଏକଦମ୍‌ ଖୁସ୍‌ ହୋଇଯିବ।

 

View this post on Instagram

 

A post shared by Ravi Bala Sharma (@ravi.bala.sharma)


ତେବେ ଦାଦିଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଏଥିରେ ସେ ଫେମସ୍‌ ସଙ୍ଗ୍‌ ‘ଡୋଲା ରେ ଡୋଲା’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓଟି ସେୟାର ହେବାର ମାତ୍ର କେଇ ମିନିଟ୍‌ ଭିତରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Ravi Bala Sharma (@ravi.bala.sharma)


ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଦାଦିଙ୍କର ବୟସ ମାତ୍ର ୬୨ ବର୍ଷ। ଦାଦିଙ୍କର ନାମ୍‌ ହେଉଛି ରବି ବାଲା। ଇନଷ୍ଟାରେ ନିଜ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି ଦାଦି। ଦାଦିଙ୍କର ଡ୍ୟାନ୍ସ ଦେଖିବାକୁ ଏତେ ସୁନ୍ଦର ଲାଗୁଛି ଯେ ଆପଣ ବି ବାରମ୍ବାର ଦେଖିବାକୁ ଇଚ୍ଛା କରିବେ।

 

View this post on Instagram

 

A post shared by Ravi Bala Sharma (@ravi.bala.sharma)


କେବଳ ଏତିକି ନୁହେଁ ଦାଦି ଗୀତ ବି ବହୁତ ସୁନ୍ଦର ଭାବେ ଗାଇପାରନ୍ତି। ଭାଇରାଲ ହେଉଥିବା ଗୋଟେ ଭିଡିଓରେ ଆପଣ ଦେଖିପାରିବେ ଯେ ସେ ହାରମୋନିୟମ ବଜାଉଛନ୍ତି ଏବଂ ଏହାସହିତ ଗୀତ ମଧ୍ୟ ଗାଉଛନ୍ତି।

 

View this post on Instagram

 

A post shared by Ravi Bala Sharma (@ravi.bala.sharma)


ସେ ତବଲା ବି ବହୁତ ସୁନ୍ଦର ଭାବେ ବଜାଇପାରନ୍ତି। ଆପଣ ଏ ଭିଡିଓ ସବୁ ଦେଖିବା ପରେ ନିଶ୍ଚିତ କହିବେ ଦାଦି ଜଣଙ୍କ ସବୁଥିରେ ଓସ୍ତାଦ।

 

View this post on Instagram

 

A post shared by Ravi Bala Sharma (@ravi.bala.sharma)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.