Below header

RBIରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ : ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେମିତି କରିବେ ଆବେଦନ

ରିର୍ଜଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ ବି ଆଇ)ରେ ଚାକିରି କରିବାକୁ ଚାହୁଁଛନ୍ତି । ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଲିଗାଲ୍ ଅଫିସର୍, ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଏବଂ ଅନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଆରବିଆଇ। ଆବେଦନ କରିବା ପାଇଁ ଇଛୁକ ଥିବା ପ୍ରାର୍ଥୀ ତଳେ ଦିଆଯାଇ ଥିବା ସୂଚନା ଗୁଡିକୁ ପଢିନିଅନ୍ତୁ ।

ପଦବୀର ନାମ :
ଲିଗାଲ୍ ଅଫିସର୍, ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଏବଂ ଅନ୍ୟ ପଦବୀ

ପଦବୀର ସଂଖ୍ୟା :
୩୦

ଯୋଗ୍ୟତା :
ଇଛୁକ ପ୍ରାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍, ଏଲ୍ ଏଲ୍ ବି ଏବଂ ବି.ଟେକ୍ ଡିଗ୍ରି କରିଥିବା ଆବଶ୍ୟକ ।

କିପରି କରାଯିବ ଚୟନ ପକ୍ରିୟା :
ଇଛୁକ ପ୍ରାର୍ଥୀଙ୍କର ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ କରାଯିବ ।

ଶେଷ ତାରିଖ :
ଆବେଦନ କରିବାର ଶେଷ ତାରିଖ ୯ ଅଗଷ୍ଟ ୨୦୧୮

ଆବେଦନ ଫିସ୍ :
ଜେନେରାଲ୍/ଓବିସି ମାନଙ୍କ ପାଇଁ ୬୦୦ଟଙ୍କା ଥିବା ବେଳେ ଏସି/ଏସଟି/ଦିବ୍ୟାଙ୍ଗଙ୍କ ପାଇଁ ହେଉଛି ୧୦୦ ଟଙ୍କା ।

ଦରମା :
୨୮୧୫୦ ରୁ ୫୫୬୦୦ ଏବଂ ୩୫୧୫୦ ରୁ ୬୨୪୦୦

କିପରି କରିବେ ଆବେଦନ :
ଇଛୁକ ପ୍ରାର୍ଥୀମାନେ ଆରବିଆଇର ଅଫିସିୟାଲ ୱେବସାଇଟ୍ www.rbi.org.in ରେ ଯାଇ ଆବେଦନ କରିପାରିବେ ।

ଚାକିରି ସ୍ଥଳ :
ପୁରା ଦେଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.