Below header

ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ଭାଲେନ୍ସିଆ : ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ଶେଷରେ ଏକ ବଡ଼ ସଫଳତା ହାସଲ କରିଛି ଭାରତ । ସେ ଜୁନିୟର ହେଉ ପଛେ ଏକ ବୃହତ୍‌ ବିଜୟ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଭାରତୀୟ ଦଳ । ଭାଲେନ୍ସିଆରେ ଖେଳା ଯାଉଥିବା ୨୦ ବର୍ଷରୁ କମ୍‌ କୋଟିଫ କପ୍‌ ଫୁଟ୍‌ବଲ ପ୍ରତିଯୋଗିତାରେ ଭାରତ ଛଅ ଥର ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନାକୁ ୨-୧ ଗୋଲ୍‌ରେ ହରାଇ ଦେଇଛି । ଟୁର୍ଣ୍ଣାମେଣ୍ଟରେ ପୂର୍ବ ଦୁଇଟି ମ୍ୟାଚ୍‌ ଭାରତ ହାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.