Below header

କୋବ୍ରାଠାରୁ ମଧ୍ୟ ଅଧିକ ବିଷାକ୍ତ ଏହି ମାଛ, ଛୁଇଁବା ମାତ୍ରେ ସଢ଼ିଯାଇଥାଏ ମଣିଷର ଶରୀର

ଦୁନିଆରେ ଅନେକ ବିଚିତ୍ର ପଶୁ ଦେଖାଯାଇଥାନ୍ତି । ସାଧାରଣତଃ କୋବ୍ରା ସାପକୁ ସବୁଠାରୁ ବିଷାକ୍ତ ସାପ ବୋଲି କୁହାଯାଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଜୀବ ବିଷୟରେ କହିବାକୁ ଯାଉଛୁ ଯାହାକି କୋବ୍ରାଠାରୁ ମଧ୍ୟ ଆହୁରି ବିଷାକ୍ତ ଅଟେ । ଏହାର ନାମ ହେଉଛି ଷ୍ଟୋନ ଫିସ । ପଥର ଭଳି ଦେଖାଯାଉଥିବାରୁ ଏହାକୁ ଏପରି ନାମ ଦିଆଯାଇଛି । ଏହାକୁ କାଟିବା ତ ଦୂରର କଥା ଛୁଇଁବା ମାତ୍ରେ ହିଁ ମଣିଷର ଶରୀର ସଢ଼ିଯାଇଥାଏ ।

ଏହାସହ ପଢନ୍ତୁ ୫୦୦ ବର୍ଷ ତଳ ଶବ ଦେହରେ ବୋହୁଛି ତାଜା ରକ୍ତ ଏହାସହିତ ମୁଣ୍ଡରେ ବି ଅଛନ୍ତି ଉକୁଣି

ଦୁନିଆର ବିଷାକ୍ତ ଜୀବ ମାନଙ୍କ ମଧ୍ୟରୁ ଗୋଟିଏ, ଷ୍ଟୋନ ଫିସ ଅଧିକାଂଶ ମକର ରେଖାର ପାଖାପାଖି ସମୁଦ୍ରରେ ଦେଖାଯାଇଥାନ୍ତି । ପଥର ଭଳି ଦେଖାଯାଉଥିବା କାରଣରୁ ଲୋକମାନେ ସହଜରେ ଏହାକୁ ଜାଣିପାରନ୍ତି ନାହିଁ । ଷ୍ଟୋନ ଫିସ 0.5 ସେକେଣ୍ଡର ଗତିରେ ନିଜର ଜହର ଛାଡ଼ିଥାଏ । ସେଥିପାଇଁ ଏହାକୁ ଛୁଇଁବା ମାତ୍ରେ ହିଁ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ । ଏହାର ବିଷ ଏତେ ଶକ୍ତିଶାଳୀ ହୋଇଥାଏ ଯେ ଯଦି କୌଣସି ସହରର ପାଣିରେ ଏହାର ଏକ ବୁନ୍ଦା ମଧ୍ୟ ପଡ଼ିଯାଏ ତାହେଲେ ସହରର ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇପାରେ ।

कोबरा से भी ज्यादा खतरनाक है ये मछली, छूते ही सड़ सकता है इंसान का शरीर

ଷ୍ଟୋନ ଫିସର ଶରୀର ଭିତରୁ ବହୁତ କୋମଳ ହୋଇଥିବା ବେଳେ ଏହା ବାହାରୁ ବହୁତ ଶକ୍ତ ହୋଇଥାଏ । ଷ୍ଟୋନ ଫିସର ଶରୀରରୁ ଏକ ଏପରି ରାସାୟନିକ ପଦାର୍ଥ ବାହାରିଥାଏ ଯାହାକି ବହୁତ ବିଷାକ୍ତ ଅଟେ । ମଣିଷ ଶରୀର ଏହାର ସଂସ୍ପର୍ଶରେ ଆସିବା ମାତ୍ରେ ସ୍କିନ ରିଆକ୍ସନ ହୋଇଥାଏ ଯାହାଦ୍ୱାରା ଶରୀର ପଚିସଢ଼ି ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.