ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନରେ ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡିବ

ସୂର୍ଯ୍ୟଦେବ ଆସନ୍ତା  ବୃଷ ସଂକ୍ରାନ୍ତି ୧୪ ମଇ ୨୦୨୧ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଦିନ ସୂର୍ଯ୍ୟ ବୃଷ ରାଶିକୁ ଚଳନ କରିବେ । ଗ୍ରହରାଜ ସୂର୍ଯ୍ୟଦେବ ଆତ୍ମା, ମନ, ସମ୍ମାନ, ଉଚ୍ଚ ପଦବୀ ଆଦିିର କାରକ ହୋଇଥାନ୍ତି । ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ ସହ କର୍ମକ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିବ । ଧନ ଉପରେ ଏହି ସମୟରେ ନିୟନ୍ତ୍ରଣ ରଖିବା ଦରକାର । ତେବେ ଚାଲନ୍ତୁ ଜାଣିବା ୧୨ଟି ରାଶି ଉପରେ ଏହାର ପ୍ରଭାବ କଣ ରହିବ ।

ରାଶି ଓ ତାର ପ୍ରଭାବ:

ମେଷ: ଆର୍ଥିକ କ୍ଷେତ୍ରରେ ସଫଳତା

ବୃଷ: ଜୀବିକାରେ ପ୍ରଗତି

ମିଥୁନ: ଦାମ୍ପତ୍ୟ ଜୀବନରେ ବ୍ୟବଧାନ

କର୍କଟ: ଉଚ୍ଚ ଅଧିକାରୀ ତଥା ପିତାଙ୍କ ସହଯୋଗ

ସିଂହ: ମନସ୍କାମନା ପୂର୍ଣ୍ଣ

କନ୍ୟା: କାର୍ଯ୍ୟ ସଂପନ୍ନ

ତୁଳା: ବ୍ୟବସାୟିକ ଯୋଜନା ସଫଳ

ବିଛା: ଉପାହାର ଓ ସମ୍ମାନ ପ୍ରାପ୍ତି

ଧନୁ: ସଂମ୍ପର୍କ ଦୃଢ଼

ମକର: ଆଶାତୀତ ପ୍ରଗତି

କୁମ୍ଭ: ସ୍ୱାସ୍ଥ୍ୟ ପ୍ରତି ସାବଧାନ

ମୀନ: ରଚନାତ୍ମକ ପ୍ରୟାସ ଫଳିଭୂତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.