ଏହି ଗଛ ଲଗାଇଲେ ବରଷିଥାଏ ମା’ ଲକ୍ଷ୍ମୀଙ୍କ କୃପା, ଖୋଲିଯାଏ ଭାଗ୍ୟ

ଘରେ ଲଗା ଯାଇଥିବା ଗଛ ଲତା ଘରର ବାତାବରଣ ଶୁଦ୍ଧ କରିବା ସହ ଘରକୁ ସକରାତ୍ମକ ଶକ୍ତି ଆଣିଥାଏ | ଫଳରେ ବ୍ୟକ୍ତିର ଶୋଇ ହୋଇଥିବା ଭାଗ୍ୟ ମଧ୍ୟ ଖୋଲିଯିବ | ବସ୍ତୁ ଶାସ୍ତ୍ରରେ ଏମିତି ବହୁତ ଗଛ ବିଷୟରେ କୁହାଯାଇଛି | ଯାହା ବ୍ୟକ୍ତିକୁ ଠିକ ବୁଦ୍ଧି ପ୍ରଦାନ କରିଥାଏ | ଆସନ୍ତୁ ଜାଣିବା କଣ ସେହି ଗଛ ଯାହା ଘରକୁ ଚୁମ୍ବକ ଭଳି ଧାନ ଟାଣି ଆଣିଥାଏ |

ତୁଳସୀ : ସବୁ ଘରେ ଲାଗିଥିବା ଏହି ଗଛ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ | ଏହାକୁ ଘରେ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ | ଏହାକୁ ପୂର୍ବ ଦିଗ ଓ ଇଷାନ କୋଣରେ ଲଗାଇଲେ ଶୁଭ ହୋଇଥାଏ | ଏହାକୁ ରବିବାର ଦିନ ଛୁଅନ୍ତୁ ନାହିଁ |

ଶମୀ : ଶାମି ଗଛ ଘରର ବାମ ଭାଗରେ ଲଗାଯାଇଥାଏ | ଏହି ଗଛ ଧନକୁ ଘରକୁ ଚୁମ୍ବକ ଭଳି ଆକର୍ଷିତ କରିଥାଏ | ଏହି ଗଛ ଘରେ ଲଗାଇଲେ ଧନର ଅଭାବ ରହିନଥାଏ |

ହଳଦୀ : ଏହାକୁ ଘରର ଉତ୍ତର ଓ ପୂର୍ବ ଦିଗରେ ଲଗାଇବା ଦରକାର | ଏହାକୁ ଘରେ ଲଗାଇଲେ ବ୍ୟକ୍ତିର ସବୁ ମନକାମନା ପୁର୍ଣ ହୋଇଥାଏ | ଏହି ଗଛ ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.