ନିକଟରେ ଜଣେ ଅଙ୍କଲ ଆଣ୍ଟି ସାଥିରେ ଡ୍ୟାନ୍ସ କରୁଥିବାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଯେଉଁଥିରେ ଦୁହେଁ ଏକ ଗୀତରେ ଖୁବ ସୁନ୍ଦର ଭାବେ ଡ୍ୟାନ୍ସ କରୁଥିଲେ। ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରୁଥିବା ଅଙ୍କଲ ଆଣ୍ଟି ସମସ୍ତଙ୍କର ହ୍ରୁଦୟକୁ ଛୁଇଁ ପାରିଥିଲେ। ଏବେ ତାଙ୍କର ଏକ ନୂଆ ଭିଡିଓ ଆସିଛି ଯାହାକୁ ଦେଖି ଆପଣ ଖୁସିରେ ଝୁମି ଉଠିବେ।
ଜଣାଇବାକୁ ଚାହିଁବୁ ଯେ ଅଙ୍କଲ-ଆଣ୍ଟିଙ୍କର ଭିଡିଓକୁ ତାଙ୍କର ଝିଅ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ଏହାକୁ ସେୟାର କରିବାର କିଛି ସମୟ ଭିତରେ ଏହା ବହୁତ ଭାଇରାଲ ହେଉଛି। ଏବେ ଏହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।