Below header

୨୦୧୮ ବର୍ଷ ପାଇିଁ କ୍ରୀଡା ସମ୍ମାନ

ଭୁବନେଶ୍ବର : ମୁକୁନ୍ଦ ବରାଳ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି ୨୦୧୮ ବର୍ଷ ପାଇିଁ କ୍ରୀଡା ସମ୍ମାନ । ହରିହର ସିଂଙ୍କୁ ଏମ୍.ବି ସ୍ମାରକୀ କ୍ରୀଡା ଗୁରୁ ସମ୍ମାନ ଓ ଫୁଟବଲରେ ଫରନାମ ଫିରଦୋସ , ଭାରୋତ୍ତୋଳନରେ ମୋତିଜାନି , ଜୁଡୋରେ କିସ୍ ଛାତ୍ରୀ ସଲମା ମୁର୍ମୁ, କରାଟେରେ ଅନୁପମା ସ୍ୱାଇଁ ଏବଂ ଆଥ୍ଲେଟ୍ରେ ପ୍ରଜ୍ଞା ପ୍ରଶାନ୍ତି ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ୨୦୧୬ ବର୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଦିଲିପ ତିର୍କି, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.