Below header

ବିଚରେ ଭଲିବଲ୍ ଖେଳିବା ସହ ସନବାଥର ମଜା ନେଲେ ଆର୍ଜେଣ୍ଟିନା ହକି ଟିମ୍

ପୁରୀ (କେନ୍ୟୁଜ୍) : ପୁରୀରେ ଆର୍ଜେଣ୍ଟିନା ହକି ଟିମ୍ । ସମୁଦ୍ର କୂଳରେ ବୁଲାବୁଲିର ମଜା ନେଇଛନ୍ତି । ସନ୍ ବାଥ୍, ସମୁଦ୍ର ସ୍ନାନ ସହ ବିଚ୍ରେ ଭଲିବଲ୍ ଖେଳିଛନ୍ତି ଆର୍ଜେଣ୍ଟିନା ଖେଳାଳି ଓ ସପୋର୍ଟ ଷ୍ଟାଫ। ଏହା ସହ ସେଲ୍ଫି ବି ନେଇଛନ୍ତି ।

sunbath

ନିଜକୁ ମାନସିକ ଓ ଶାରୀରିକ ଚାପରୁ ମୁକ୍ତ ରଖିବାକୁ ସେମାନେ ସମୁଦ୍ରକୂଳରେ ବୁଲାବୁଲି କରି ଭରପୂର ମଜା ଉଠାଇଛନ୍ତି। ପୁରୀ ବେଳାଭୂମି ସହ ଓଡ଼ିଆ ହକି ଫ୍ୟାନ ଓ ଆତିଥେୟତାକୁ ସେମାନେ ପ୍ରଶଂସା କରିଥିଲେ ଆର୍ଜେଣ୍ଟିନା ହକି ଦଳ ।

beach

ଆଜିର ଭାରତ ଓ କାନାଡା ମ୍ୟାଚରେ ଟିମ ଇଣ୍ଡିଆ ଫେଭରିଟ ବୋଲି ସେମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.