ଡେଭିଡ ୱାର୍ଣ୍ଣର ଅକ୍ଷୟ କୁମାରଙ୍କୁ କଲେ ନକଲ, ରାସିଦ ଖାନ ଉଠାଇଲେ ମଜା

କ୍ରିକେଟ ମଇଦାନରେ ଅଷ୍ଟ୍ରେଲିଆର ଦମଦାର ବ୍ଯାଟ୍ସମ୍ଯାନ ଡେଭିଡ ୱାର୍ଣ୍ଣରଙ୍କ ପ୍ରଦର୍ଶନ ଯାହା ବି ହେଉ, ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହିଥାନ୍ତି। ଡେଭିଡ ୱାର୍ଣ୍ଣରଙ୍କ ଲାଟେଷ୍ଟ ପୋଷ୍ଟ ଦେଖିଲେ ଆପଣ ହସି ହସି ଗଡିଯିବେ।

ଡେଭିଡ ୱାର୍ଣ୍ଣର ଶେଷ ଥର ପାଇଁ ଆଇପିଏଲ ୨୦୨୧ ଦମଦାର ପ୍ରଦର୍ଶନ କରିଥିଲେ। ପରେ କରୋନା ଭାଇରସ ଯୋଗୁଁ ୪ ମଇକୁ ଆଇପିଏଲ ସିଜିନରୁ ସସପେଣ୍ଡ କରିଦିଆଯାଇଥିଲା। ଦୁଇ ମାସ ଆଇପିଏଲ୍ ସିଜିରୁ ବାହାରିବା ପରେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି।

 

View this post on Instagram

 

A post shared by David Warner (@davidwarner31)

ନିକଟରେ ୱାର୍ଣ୍ଣର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଏବଂ ଭିଡିଓ ଜରିଆରେ ଫ୍ଯାନଙ୍କୁ ଖୁବ୍ ଏଣ୍ଟରଟେନ କରନ୍ତି। ସେ ନୂଆ ପୋଷ୍ଟରେ ତାଙ୍କ ଫଟୋ ସହିତ ଅକ୍ଷୟ କୁମାର ଫଟୋକୁ ଯୋଡି ଅକ୍ଷୟଙ୍କ ପୋଜ ଦେଉଥିବା ଭଳି ନଜର ଆସିଛନ୍ତି। ଆଉ ୱାର୍ଣ୍ଣରଙ୍କ ଏମିତି ମିମ୍ ଦେଖି ଆଫଗାନିସ୍ଥାନର ଲେଗ ସ୍ପିନର ନିଜ ହସକୁ କଣ୍ଟ୍ରୋଲ କରିପାରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.