Below header

ପୁଣି ସୁନା ଜିତିଲେ ଦୂତୀ ଚାନ୍ଦ, ପଟିଆଲା ଇଣ୍ଡିଆନ ଗ୍ରାଁ ପ୍ରି.ରେ ୧୦୦ ମିଟର ଚାମ୍ପିୟନ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଆ ଆଥଲେଟ୍‌ ଦୂତୀ ଚାନ୍ଦଙ୍କୁ ଆଉ ଏକ ସଫଳତା । ପଟିଆଲା ଇଣ୍ଡିଆନ ଗ୍ରାଁ ପ୍ରି.ରେ ପାଇଲେ ସ୍ୱର୍ଣ୍ଣ ୧୦୦ ମିଟର ଦୌଡ଼ରେ ଜିତିଲେ ସ୍ୱର୍ଣ୍ଣ ପଦକ । ପୂର୍ବରୁ କିଛି ଦିନ ତଳେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡାର ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିବାରେ ଦୂତୀ ପ୍ରଥମ ଭାରତୀୟ ହୋଇଥିଲେ । ଏହା ସହ ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.