କୋଣାର୍କରେ ପହଞ୍ଚିଲା ଏଫ୍‌ଆଇଏଚ ହକି ପ୍ରୋ ଲିଗର ଟ୍ରଫି 

ଏଫଆଇଏଚ୍‌ ହକି ପ୍ରୋ ଲିଗର ୨ୟ ସଂସ୍କରଣ ଭୁବନେଶ୍ୱରରେ ଚାଲିଥିବା ବେଳେ ଏହାର ଟ୍ରଫିକୁ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପରିସରକୁ ନିଆଯାଇଛି। ଏହି ଅବସରରେ ଟ୍ରଫି ସହ ଅନେକ ଲୋକ ଫଟୋ ଉଠାଇଥିଲେ । ଏଥିରେ ମାସ୍‌କୋଟ ଓଲ୍ଲି  ମଧ୍ୟ ସାମିଲ ଥିଲା। ତୁର୍କିରେ ନିର୍ମିତ ଏହି ଟ୍ରଫିର ଓଜନ ୭ କିଗ୍ରା ରହିଥିବା ବେଳେ ଉଚ୍ଚତା ୪୮.୫ ଏବଂ ୧୦ ସେମି ବେସ୍‌ ୧୮ ସେମି ଚଉଡା ରହିଛି। ଅଫିସିଆଲ ଟିସ୍‌ ସହ କୋଣାର୍କ ପର୍ଯ୍ୟଟନ ଅଧିକାରୀ ମଧ୍ୟ ସାମିଲ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.