Below header

ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ଆରମ୍ଭ, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ୍‌

ଚେନ୍ନାଇ: ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ । ଅପରାହ୍ନ ୨ଟାରେ ଚେନ୍ନାଇରେ ଆରମ୍ଭ ହୋଇଯାଇଛି ମ୍ୟାଚ । ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ୍‌ । ଏମ୍‌ ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି ଏହି ପ୍ରଥମ ଦିନିକିଆ ଶୃଙ୍ଖଳା । ଟି-୨୦ ସିରିଜକୁ ୨-୧ରେ ଜିତିବା ପରେ ଏବେ ଏକଦିବସୀୟ ସିରିଜ ଉପରେ ଟିମ ଇଣ୍ଡିଆର ନଜର । ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କ ଟେଷ୍ଟରେ ଦମଦାର ପ୍ରଦର୍ଶନ ପରେ ଏକଦିବସୀୟରେ ସ୍ଥାନ ପାଇଛନ୍ତି । ତାସହ ଦୀର୍ଘ ଦିନର ବ୍ୟବଧାନ ପରେ ଟିମ ଇଣ୍ଡିଆକୁ ଫେରିଛନ୍ତି କେଦାର ଯାଦବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.