Below header

ଦେଓଧର ଟ୍ରଫି : ଭାରତ ‘ବି’ ଠାରୁ ହାରିଲା ଭାରତ ‘ସି’

ନୂଆଦିଲ୍ଲୀ : ଦେଓଧର ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚରେ ଆଜି ଭାରତ-ସି ଦଳକୁ ୩୦ ରନରେ ହରାଇଛି ଭାରତ-ବି ଦଳ । ପ୍ରଥମେ ବ୍ୟାଟିଂ କରି ‘ବି’ ଦଳ ୯ ୱିକେଟରେ ୨୩୧ ରନ୍ କରିଥିଲା । ଜବାବରେ ‘ସି’ ଦଳ ୨୦୧ ରନ୍ କରି ଅଲଆଉଟ୍ ହୋଇଯାଇଛି । ବିଜୟୀ ଦଳର ହନୁମା ବିହାରୀ ସର୍ବାଧିକ ୭୬ ରନ୍ କରି ପ୍ଲୋୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ‘ସଇ’ ଦଳ ପକ୍ଷରୁ ଓଡ଼ିଶାର ବାମହାତୀ ସ୍ପିନର ପପୁ ରାୟ ୪୫ ରନ୍ ଦେଇ ୩ଟି ୱିକେଟ୍ ଦଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.