Below header

ଯଦି ରୋହିତ ଶର୍ମା ୮୭ ରନ୍‌ କରି ନଥାନ୍ତେ ତେବେ ଭାରତର ଅବସ୍ଥା କଣ ହୋଇଥାନ୍ତା ?

ଗତ ଚାମ୍ପିଅନ୍‌ ଇଂଲଣ୍ଡ ଆଜି ଚମତ୍କାର ବୋଲିଂ କରିଥିଲା । ଭାରତୀୟ ବ୍ୟାଟରମାନେ ଫେଲ ମାରିଥିଲେ ବଡ଼ ସ୍କୋର କରିବାରେ ।

ଲକ୍ଷ୍ନୌ : ବ୍ୟାଟିଂ ବିପର୍ଯ୍ୟୟ, ରୋହିତଙ୍କ ଅଧିନାୟକ ଇନିଂସ ଏବଂ କେଏଲ୍‌ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ଯୋଗଦାନ ହେଉଛି ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ଇନିଂସର ମୁଖ୍ୟାଂଶ । ଯାହାଫଳରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପୂରା ୫୦ ଓଭର ଖେଳି ୯ ଓ୍ଵିକେଟ୍‌ରେ ୨୨୯ ରନ୍‌ କରିଛି । ରୋହିତ ୧୦୧ ବଲ୍‌୍‌ରେ ୮୭ ରନ୍‌ (୧୦ ଚୌକା ଓ ୩ ଛକା), ରାହୁଲ ୩୯ ଓ ସୂର୍ଯ୍ୟ କୁମାର ୪୭ ବଲ୍‌୍‌ରେ ୪୯ ରନ୍‌ (୪ ଚୌକା, ୧ ଛକା) କରିଛନ୍ତି ।
ଗତ ଚାମ୍ପିଅନ୍‌ ଇଂଲଣ୍ଡ ଆଜି ଚମତ୍କାର ବୋଲିଂ କରିଥିଲା । ଭାରତୀୟ ବ୍ୟାଟରମାନେ ଫେଲ ମାରିଥିଲେ ବଡ଼ ସ୍କୋର କରିବାରେ । ଓ୍ଵିଲୀ ୩ ଏବଂ ଓକ୍ସ ଓ ଆଦିଲ ରସିଦ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.