ଦିନିକିଆ ଓ T20ରେ ଆଇସିସିର ନୂଆ ନିୟମ: ବୋଲିଂରେ ବିଳମ୍ବ ହେଲେ ଲାଗିବ ୫ ରନ୍ ପେନାଲ୍ଟି
ଦିନିକିଆ ଓ T20ରେ ଆଇସିସିର ନୂଆ ନିୟମ । ବୋଲିଂରେ ବିଳମ୍ବ ହେଲେ ଲାଗିବ ୫ ରନ୍ ପେନାଲ୍ଟି । ପୁରୁଷ ଦିନିକିଆ ଓ T20 କ୍ରିକେଟକୁ ଦ୍ରୁତ ଓ ଆହୁରି ରୋମାଞ୍ଚକ କରିବାକୁ ଆଇସିସି ନୂଆ ନିୟମ ଜାରି କରିଛି । ଏହି ନିୟମ ଅନୁସାରେ ଗୋଟିଏ ଓଭର ପରେ ବୋଲର ଯଦି ପରବର୍ତ୍ତୀ ଓଭରକୁ ବୋଲିଂ କରିବାରେ…