Below header
Browsing Tag

2023 ODI World Cup

ବିଶ୍ୱକପରେ ଆଫଗାନିସ୍ତାନର ଚତୁର୍ଥ ବିଜୟ, ୭ ଓ୍ଵିକେଟରେ ନେଦରଲାଣ୍ଡସକୁ ହରାଇଲା

ଲକ୍ଷ୍ନୌ : ଚଳିତ ବଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିବା ଆଫଗାନିସ୍ତାନ ଆଉ ଏକ ଜୋରଦାର ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ନେଦରଲାଣ୍ଡସକୁ ୭ ଓ୍ଵିକେଟ୍‌ରେ ହରାଇଛି । ଏହା ହେଉଛି ଆଫଗାନ୍‌ ଦଳର ଚତୁର୍ଥ ବିଜୟ । ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୭ଟି…

ଲଙ୍କା ବ୍ୟାଟରଙ୍କୁ ଧୂଳି ଚଟାଇଲେ ସାମି ଓ ସିରାଜ, ୩୦୨ ରନରେ ଜିତି ସେମିରେ ସ୍ଥାନ ପକ୍କା କଲା ଭାରତ

ମୁମ୍ବାଇ : ଭାରତୀୟ ପେସ୍‌ ବୋଲରଙ୍କ ତୋଫାନୀ ବୋଲିଂରେ ତାସ୍‌ ଘର ଭଳି ଭୁଶୁଡ଼ି ପଡ଼ିଲା ଶ୍ରୀଲଙ୍କାର ବ୍ୟାଟିଂ ଦୁର୍ଗ । ବୁମରା, ସିରାଜ ଓ ସାମି ଏଭଳି ଭୟଙ୍କର ବୋଲିଂ କଲେ ଯେ ମାତ୍ର ୪ ରନ୍‌ରେ ଲଙ୍କା ଦଳ ୩ଟି ଓ୍ଵିକେଟ୍‌ ହରାଇ ବିପର୍ଯ୍ୟୟର ସାମନା କରିଥିଲା । ଆଉ ତା ପରେ ଆଗକୁ ଯିବାକୁ…

ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କଲା ପାକିସ୍ତାନ

ବିଶ୍ବକପ୍ କ୍ରିକେଟର ୩୨ତମ ମ୍ୟାଚ୍ ରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ପାକିସ୍ତାନ। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ। ଦଳ ୪୬ତମ ଓଭରରେ ମାତ୍ର ୨୦୪ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଦଳ ପକ୍ଷରୁ…

ଆଫଗାନିସ୍ତାନର ବିଜୟ ପରେ ପୁଣି ନାଚିଲେ ଇରଫାନ ପଠାନ, ଏଥର ହରଭଜନ ସିଂ ଦେଲେ ସାଥ୍‌

ଚଳିତ ବିଶ୍ୱକପରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ହରାଇବା ପରେ ଡ୍ୟାନ୍ସ କରିଛନ୍ତି ଇରଫାନ ପଠାନ । ଏଥର କିନ୍ତୁ ଏକୁଟିଆ ନୁହେଁ ହରଭଜନ ସିଂଙ୍କ ସହିତ । ଫରକ କେବଳ ଏତିକି, ସେତେବେଳେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନ ଜିତିବା ବେଳେ ମଇଦାନରେ ନାଚିଥିବା ବେଳେ…

ବିଶ୍ୱକପ ଫିଭର ବେଳେ ଚାଲିଗଲେ କ୍ରିକେଟର ସୁପରଫ୍ୟାନ୍‌ ଅଙ୍କଲ ପର୍ସି, ବିସିସିଆଇ ଟ୍ଵିଟ୍‌ କରି ଜଣାଇଲା ଶ୍ରଦ୍ଧାଞ୍ଜଳି

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । କ୍ରିକେଟର ପ୍ରଥମ ସୁପର ଫ୍ୟାନ୍‌ କୁହାଯାଉଥିବା ଅଙ୍କଲ ପର୍ସିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଏହି ବ୍ୟକ୍ତି ଜଣକ ଶ୍ରୀଲଙ୍କା ଟିମ୍‌କୁ ଏହି ବୟସରେ ସପୋର୍ଟ କରିବା…

ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କଲା ଭାରତ, ୧୨ ପଏଣ୍ଟ ସହ ପଏଣ୍ଟ ଟେବଲର ଶୀର୍ଷରେ

ଲକ୍ଷ୍ନୌ: ବିଶ୍ବକପରେ ଟିମ ଇଣ୍ଡିଆର ଅଦ୍ଭୁତ ବିଜୟ । ଅପରାଜୟ ଧାରା ଅବ୍ୟାହତ ରଖିଛି ଭାରତ । ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଭାରତ । ୬ ଟି ରୁ ୬ ଟି ମ୍ୟାଚ ଜିତି ୧୨ ପଏଣ୍ଟ ସହ ପଏଣ୍ଟ ଟେବଲର ଶୀର୍ଷରେ ରହିଛି ଭାରତ । ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ମାତ୍ର ୧୨୯…

ଯଦି ରୋହିତ ଶର୍ମା ୮୭ ରନ୍‌ କରି ନଥାନ୍ତେ ତେବେ ଭାରତର ଅବସ୍ଥା କଣ ହୋଇଥାନ୍ତା ?

ଲକ୍ଷ୍ନୌ : ବ୍ୟାଟିଂ ବିପର୍ଯ୍ୟୟ, ରୋହିତଙ୍କ ଅଧିନାୟକ ଇନିଂସ ଏବଂ କେଏଲ୍‌ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବଙ୍କ ଯୋଗଦାନ ହେଉଛି ଆଜି ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ଇନିଂସର ମୁଖ୍ୟାଂଶ । ଯାହାଫଳରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପୂରା ୫୦ ଓଭର ଖେଳି ୯ ଓ୍ଵିକେଟ୍‌ରେ ୨୨୯ ରନ୍‌ କରିଛି ।…

ବିଶ୍ୱକପ୍‌ : ଖୁବ୍‌ ଲଢ଼େଇ କରି ୫ ରନ୍‌ରେ ଅଷ୍ଟ୍ରେଲିଆ ଠାରୁ ହାରିଗଲା ନ୍ୟୁଜିଲାଣ୍ଡ

ଧର୍ମଶାଳା : ଘମାଘୋଟ ଲଢ଼େଇ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଶେଷ ଓଭରରେ ୧୯ ରନ୍‌ ଦରକାର ଥିଲା ଜିତିବାକୁ । ନ୍ୟୁଜିଲାଣ୍ଡର ୭ ନମ୍ବର ବ୍ୟାଟର ଜେମ୍ସ ନିଶମ ଜୋରଦାର ଚେଷ୍ଟା କରିଥିଲେ । ଶେଷ ୩ ବଲ୍‌୍‌ରେ ଆବଶ୍ୟକ ଥିଲା ୯ ରନ୍‌ । ରୋମାଞ୍ଚର ଶେଷ ସୀମାରେ ଥିଲା ମ୍ୟାଚ୍‌ । ଦର୍ଶକ…

ବିଶ୍ୱକପ୍‌ : ଇଂଲଣ୍ଡର ଆଉ ଏକ ପରାଜୟ, ଶ୍ରୀଲଙ୍କା ୮ ଓ୍ଵିକେଟରେ ବିଜୟୀ

ବେଙ୍ଗଲୁରୁ : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ‘କୁଶଲ’ ସଅଳ ବିଦାୟ ନେଇ ଗଲେ । ହେଲେ ଏତେ କମ୍‌ ସ୍କୋରକୁ କମ୍‌ ଓ୍ଵିିକେଟ୍‌ ହରାଇ କମ୍‌ ଓଭରରେ ହାସଲ କରି ନେଲା ଶ୍ରୀଲଙ୍କା । ଆଜି ବିଶ୍ୱକପ୍‌ରେ ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇ ତାର ଦ୍ୱିତୀୟ ବିଜୟ ହାସଲ କରିଛି ଶ୍ରୀଲଙ୍କା ଦଳ । ୨୬ତମ…

ବିଶ୍ୱକପ୍‌ରେ ଦ୍ରୁତତମ ଶତକ, ୪୦ ବଲ୍‌ରେ ସେଞ୍ଚୁରୀ ମାରି ରେକର୍ଡ଼ ଭାଙ୍ଗିଲେ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ

ଚଳିତ ଆଇସିସି ବିଶ୍ୱକପରେ ବେଶ୍‌ କିଛି ରେକର୍ଡ଼ ହୋଇ ସାରିଲାଣି । ହେଲେ ଆଜି ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ ଯେଉଁ ରେକର୍ଡ଼ କରିଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ ଭେଟୁଛି ନେଦରଲାଣ୍ଡସକୁ । ପ୍ରଥମେ ବ୍ୟାଟିର କରି ୫୦ ଓଭରରେ ୮ ଓ୍ଵିକେଟ ହରାଇ…

ନ୍ୟୁଜଲାଣ୍ଡକୁ ୪ ଓ୍ଵିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ, ଦୁଇ ଦଶନ୍ଧି ପରେ ଭାରତଠୁ ପ୍ରଥମ ଥର ହାରିଲା…

ଧର୍ମଶାଳା : ଆଜି ଧର୍ମଶାଳାରେ ଅନୁଷ୍ଠିତ ମ୍ୟାଚରେ ୫ ଓ୍ବିକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି ଭାରତ । ଭାରତର ବିଜୟ ଧାରା ଅବ୍ୟାହତ ରହିଛି । ଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ । ୨୦୦୩ ପରେ ବିଶ୍ବକପରେ ଭାରତ ଠାରୁ ନ୍ୟୁଜିଲାଣ୍ଡର ଏହା ହେଉଛି ପ୍ରଥମ ପରାଜୟ । ବିଜୟ ପାଇଁ…