Below header

ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କଲା ଭାରତ, ୧୨ ପଏଣ୍ଟ ସହ ପଏଣ୍ଟ ଟେବଲର ଶୀର୍ଷରେ

ବିଶ୍ବକପରେ ଟିମ ଇଣ୍ଡିଆର ଅଦ୍ଭୁତ ବିଜୟ । ଅପରାଜୟ ଧାରା ଅବ୍ୟାହତ ରଖିଛି ଭାରତ । ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଭାରତ ।

ଲକ୍ଷ୍ନୌ: ବିଶ୍ବକପରେ ଟିମ ଇଣ୍ଡିଆର ଅଦ୍ଭୁତ ବିଜୟ । ଅପରାଜୟ ଧାରା ଅବ୍ୟାହତ ରଖିଛି ଭାରତ । ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଭାରତ । ୬ ଟି ରୁ ୬ ଟି ମ୍ୟାଚ ଜିତି ୧୨ ପଏଣ୍ଟ ସହ ପଏଣ୍ଟ ଟେବଲର ଶୀର୍ଷରେ ରହିଛି ଭାରତ । ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ମାତ୍ର ୧୨୯ ରନରେ ଅଲଆଉଟ୍ ହୋଇଛି ଇଂଲଣ୍ଡ । ସାମି ୪ ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା ୩, କୁଲଦୀପ ଯାଦବ ୨ ଏବଂ ଜାଡେଜାଙ୍କୁ ଗୋଟିଏ ଓ୍ବିକେଟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.