ପାକିସ୍ତାନ ଏସିଆ କପ୍ ବହିଷ୍କାର କଲେ ୟୁଏଇକୁ ମିଳିବ ଲାଭ, ସୁପର-୪ ପାଇଁ କ୍ବାଲିଫାଏ କରିସାରିଛି ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପ୍ ୨୦୨୫ ଟୁର୍ଣ୍ଣାମେଣ୍ଟ ବହିଷ୍କାର ହେବାକୁ ଆଇସିସିକୁ ଧମକ ଦେଇଛି । ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ 2025ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଓମାନକୁ ୪୨ ରନରେ ପରାସ୍ତ କରିଛି ।…