Below header

ଆଫଗାନିସ୍ତାନ ଆଗରେ ୨୨୫ ରନର ଟାର୍ଗେଟ ଦେଲା ହିନ୍ଦୁସ୍ତାନ

ବିଶ୍ୱକପ୍‌ କ୍ରିକେଟ୍‌ରେ ଦେଖିବାକୁ ମିଳିଲାନି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜଲୱା । ସାଉଥମ୍ପଟନରେ ଫେଲ ମାରାଲେ ବିରାଟ ଆଣ୍ଡ କୋ ବ୍ୟାଟିଂ ଅଡର । ଆଫଗାନିସ୍ତାନ ବିପକ୍ଷରେ ୨୨୪ରୁ ଅଧିକ ରନ ଟପିଲାନି ବିରାଟ ଆଣ୍ଡ କୋ । ନିଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୨୨୪ ରନ କରିବାକୁ ସକ୍ଷମ ହୋଇଛି ମେନ ଇନ ବ୍ଲୁ । ଫଳରେ ଆଫଗାନିସ୍ତାନ ଆଗରେ ୨୨୫ ରନର ଟାର୍ଗେଟ ଦେଲା ଭାରତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.