ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୧୯ : ଆଜି ପାକିସ୍ତାନକୁ ଭେଟିବ ଶ୍ରୀଲଙ୍କା

କେନ୍ୟୁଜ୍: ଆଜି ବିଶ୍ୱକପ କ୍ରିକେଟର ୧୧ତମ ମ୍ୟାଚ୍। ପାକିସ୍ତାନ ସହ ମୁକାବିଲା କରିବ ଶ୍ରୀଲଙ୍କା। ଅପରାହ୍ନ ୩ଟା ବେଳେ ବ୍ରିଷ୍ଟଲ୍ କାଉଣ୍ଟି ଗ୍ରାଉଣ୍ଡ ଷ୍ଟାଡିୟମରେ ଏହି ଦମଦାର ମ୍ୟାଚ ଆରମ୍ଭ ହେବ ।

Leave A Reply

Your email address will not be published.