Below header

ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା ଖେଳ, ଅଧାରେ ଅଟକିଛି ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍

ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା ଖେଳ । ଅଧାରେ ଅଟକିଲା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ତେବେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୧୧ ରନରେ ପ୍ରଥମ ୱିକେଟ୍ ହାସିମ୍ ଆମଲାଙ୍କୁ ହରାଇ ଥିଲା ।

ଏହା ପରେ ସ୍କୋର ୨୮ ହୋଇଥିବା ବେଳେ ଦ୍ବିତୀୟ ୱିକେଟ୍ ଏଡେନ ମାକରାମଙ୍କୁ ହରାଇଥିଲା ଦକ୍ଷିଣ ଆଫ୍ରିକା । ତେବେ ୮ ଓଭର ବେଳେ ବର୍ଷା ହେବାରୁ ବାଧାପ୍ରାପ୍ତ ହୋଇଛି ମ୍ୟାଚ୍ । ବର୍ତ୍ତମାନ ସୁଦ୍ଧା ୨୯ ରନ୍ କରି ଦଳର ସ୍କୋର ୨୯ ରନରେ ୨ ୱିକେଟ୍ ରହିଛି । ଏହା ପୂର୍ବରୁ ମଧ୍ୟ ବର୍ଷା ପାଇଁ ଅଧାରେ ଅଟକିଥିଲା ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମ୍ୟାଚ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.