ହକି ବିଶ୍ୱକପ୍‌ରେ ଆଜି ପୁଲ୍‌-ବିର ଦୁଇଟି ମ୍ୟାଚ୍‌, ମୁହାଁମୁହିଁ ହେବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ଓ ଆୟରଲାଣ୍ଡ-ଚୀନ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପୁଲ୍‌-ବିର ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଇଂଲଣ୍ଡ-ଅଷ୍ଟ୍ରେଲିଆ । ସନ୍ଧ୍ୟା ୫ଟାରେ ଏହି ମ୍ୟାଚ୍‌ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଆୟରଲାଣ୍ଡ-ଚୀନ ମଧ୍ୟରେ ଟକ୍କର । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ।

Leave A Reply

Your email address will not be published.