Below header

ଆଜି ଭାରତ-ଜିମ୍ବାୱେ ତୃତୀୟ ଦିନିକିଆ, ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଜିମ୍ବାୱେ ତୃତୀୟ ଦିନିକିଆ । ଆଜିର ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ ଜିତିନେଇଛି ଭାରତ । ଅନ୍ୟପଟେ କେ ଏଲ ରାହୁଲଙ୍କଠାରୁ ବଡ଼ ସ୍କୋର ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।

ଗତ ମ୍ୟାଚରେ ନିରାଶ କରିଥିଲେ ରାହୁଲ । ପ୍ଲେଇଁ ଇଲେଭେନରେ ପରିବର୍ତ୍ତନ ହେବା ଆଶା କରାଯାଉଛି । ଋତୁରାଜ ଗାଏକଓ୍ଵାଡଙ୍କୁ ଖେଳାଇ ଶିଖର ଧାଓ୍ଵନଙ୍କୁ ବିଶ୍ରାମ ଦିଆଯାଇପାରେ । ସେହିଭଳି ପେସ୍‌ ବୋଲର ଅଭେସ ଖାନଙ୍କୁ ମିଳିପାରେ ସୁଯୋଗ । ଅନ୍ୟପଟେ ଜିମ୍ବାେଓ୍ଵ ବ୍ୟାଟର ସିକନ୍ଦର ରାଜାଙ୍କ ଠାରୁ ଭଲ ଇନିଂସ ଆଶା କରୁଛନ୍ତି ଜିମ୍ବାେଓ୍ଵ ଦର୍ଶକ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.