ପାରାଲିମ୍ପିକ୍ସରେ ଓଡ଼ିଆ ପୁଅଙ୍କ କମାଲ୍: ବ୍ୟାଡମିଣ୍ଟନ୍ ଫାଇନାଲରେ ପ୍ରମୋଦ ଭଗତ

ଟୋକିଓ: ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ । ପାରାଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନରେ ଫାଇନାଲକୁ ଗଲେ ପ୍ରମୋଦ ଭଗତ।

ସେମି ଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇଲେ। ଅପରାହ୍ନ ୩ଟାରେ ଗୋଲ୍ଡ ମେଡାଲ ପାଇଁ ଖେଳିବେ ପ୍ରମୋଦ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.