ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ଶୁଭସ୍ମିତା ମହାନ୍ତିଙ୍କ ଚାଞ୍ଚଲ୍ୟକର ବୟାନ, କହିଲେ କ୍ରୀଡା ଅଧିକାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି

ଭୁବନେଶ୍ବର: ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ଶୁଭସ୍ମିତା ମହାନ୍ତିଙ୍କ ଚାଞ୍ଚଲ୍ୟକର ବୟାନ । କ୍ରୀଡା ଅଧିକାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଶୁଭସ୍ମିତା ଅଭିଯୋଗ କରିଛନ୍ତି । ସ୍ପୋଟ୍ସ କୋଟାରେ ପୋଲିସ ବିଭାଗରେ କନେଷ୍ଟବଲ ଭାବେ ଚାକିରୀ କରୁଥିବା ଶୁଭସ୍ମିତା ଓ ତାଙ୍କ ଦୁଇ ଜଣ ସାଙ୍ଗଙ୍କୁ ଆକ୍ରୋଶମୂଳକ ଭାବେ ଟାର୍ଗେଟ କରାଯାଇ ଜେନେରାଲ ଡ୍ୟୁଟି ଦିଆଯାଉଥିବା ଶୁଭସ୍ମିତା କହିଛନ୍ତି । ଆଗକୁ ସ୍ପୋର୍ଟ୍ସ ଡ୍ୟୁଟି ଦିଆନଗଲେ ଚାକିରୀରୁ ଅବସର ନେବେ ବୋଲି ଶୁଭସ୍ମିତା ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.