ଓଡିଶା କିଣିଥିବା ଦେଢ ଲକ୍ଷ ଡୋଜ୍ କୋଭାକ୍ସିନ ଓଡିଶାରେ ପହଞ୍ଚିଲା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଆସିଲା ଦେଢଲକ୍ଷ ଡୋଜ କୋଭାକ୍ସିନ ଟିକା। ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ବର୍ଷ ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର କିଣିଥିବା ଟିକା ପ୍ରଥମ ପର୍ଯ୍ୟାୟରେ ଆସି ପହଞ୍ଚିଛି। ମେ ୩ ତାରିଖ ସୋମବାରରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହେବ ଟିକାକରଣ।

covaxine dose

ଏନେଇ କୋୱିନରେ ପଞ୍ଜିକୃତ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ। ସୋମବାରଠୁ ସ୍ଲଟ ଦିଆଯିବ । ତେବେ ଆସନ୍ତାକାଲି ପରୀକ୍ଷାମୂଳକ ଭାବେ କିଛି ସ୍ଥାନରେ ଟିକାକରଣ ହେବ। ଓଡ଼ିଶା ସରକାର ଭାରତ ବାୟୋଟେକ୍‌କୁ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ ଟିକା ଲାଗି ଅର୍ଡର କରି ସାରିଛନ୍ତି

Leave A Reply

Your email address will not be published.