ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା, ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ସହ ୪ ଗିରଫ

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା। ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୪ଜଣ ଗିରଫ ହୋଇଛନ୍ତି। ଏକ କାର୍କୁ ଅବକାରୀ ବିଭାଗ ପିଛା କରିବା ପରେ, ଏହି ଗଞ୍ଜେଇକୁ ଟିଟିବୁରୀରୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗୋଟିଏ ଟ୍ରକ ଓ ଗୋଟିଏ କାର୍ ମଧ୍ୟ ଜବତ କରିଛି ଅବକାରୀ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.