ଆଜି ୧୨ ଘଣ୍ଟିଆ ବଲାଙ୍ଗିରି ବନ୍ଦ: ଦୋକାନ ବଜାର, ବସ ଚଳାଚଳ ସମ୍ପର୍ଣ୍ଣ ଠପ

ଆଜି ୧୨ଘଣ୍ଟିଆ ବଲାଙ୍ଗିରି ବନ୍ଦ। ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ହିନ୍ଦୁ ଜାଗରଣ ମଞ୍ଚ । ପାଟଣାଗଡ ବ୍ଲକ ଛକରେ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି ।

ବଲାଙ୍ଗିରି (କେନ୍ୟୁଜ): ଆଜି ୧୨ଘଣ୍ଟିଆ ବଲାଙ୍ଗିରି ବନ୍ଦ । ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଲାଙ୍ଗିରି ଜିଲ୍ଲାରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ କଲେଜ , ଦୋକାନ ବଜାର ବନ୍ଦ । ବସ ଚଳାଚଳ ସମ୍ପର୍ଣ୍ଣ ଠପ ହୋଇଛି । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ହିନ୍ଦୁ ଜାଗରଣ ମଞ୍ଚ । ପାଟଣାଗଡ ବ୍ଲକ ଛକରେ ପର୍ଶୁରାମ ମୂର୍ତ୍ତି ସ୍ଥାପନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ପାଟଣାଗଡରେ ପର୍ଶୁରାମ ମୂର୍ତି ସ୍ଥାପନ କୁ ନେଇ ବିବାଦ ତେଜିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.