Browsing Tag

balangiri

ଲଗାଣ ବର୍ଷା ହେଲା କାଳ, କାନ୍ଥ ଭୁଶୁଡ଼ି ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

ବଲାଙ୍ଗିର: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଏକ ଦୁଃଖଦ ଅଘଟଣ ଘଟିଛି । ଲଗାଣ ବର୍ଷା ହେଲା କାଳ । କାନ୍ଥ ଭୁଶୁଡ଼ି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ପଥର୍ଲା ପଂଚାୟତ ଲୁହୁରେନପାଲି ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଗଣ୍ଡାରାମ କୁମ୍ଭାର ।…

ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ସହରରେ ଜଳବନ୍ଦୀ ସ୍ଥିତି

ବଲାଙ୍ଗିର: ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି । ସହରର ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ମାଆ ସମଲେଶ୍ୱରୀ ମନ୍ଦିର ପରିସରରେ ପାଣି ଜମି ରହିଥିଲା । ସହର ମଧ୍ୟରେ କେଉଁଠି ଡ୍ରେନ୍ କାମ ଚାଲିଛି ତ କେଉଁ ସଫା ନ…

ଜଳିଗଲା ମାର୍କେଟ କମ୍ପ୍ଲେକ୍ସ, ପ୍ରାୟ ଆଠଟି ଦୋକାନରେ ଲାଗିଛି ନିଆଁ

ବଲାଙ୍ଗିରି: ଜଳିଗଲା ମାର୍କେଟ କମ୍ପ୍ଲେକ୍ସ । ବଲାଙ୍ଗିର ଗାନ୍ଧିନଗରପଡାରେ ହୁତୁହୁତୁ ହୋଇ ଜଳିଗଲା ଦୋକାନ ଘର । ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେସରେ ଲାଗିଲା ନିଆଁ । ପ୍ରାୟ ଆଠଟି ଦୋକାନରେ ଲାଗିଛି ନିଆଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

ଭୟଙ୍କର ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ମାଆ ଓ ଝିଅ ମୃତ

ବଲାଙ୍ଗିର: ମର୍ମନ୍ତୁଦ ଦୁର୍ଘଟଣା । ମାଆ ଓ ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ବଲାଙ୍ଗିର ଗାନ୍ଧୀନଗରପଡ଼ାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୁଇ ଜଣ ସ୍କୁଟିରେ ଯାଉଥିବାବେଳେ ଧକ୍କା ଦେଲା ଟ୍ରକ୍ । ମୃତକ ଦୁଇ ଜଣ କନ୍ଧପାଲିପଡ଼ାର ମାଆ ସୁମନ ନାଗ ଓ ଝିଅ ସ୍ମୃତି ନାଗ । ଦୁର୍ଘଟଣା ଘଟାଇଥିବା ଟ୍ରକ୍…

ବିପୁଳ ପରିମାଣର କଫ ସିରପ ଜବତ, ୫ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗିର: ବିପୁଳ ପରିମାଣର କଫ ସିରପ ଜବତ ହୋଇଛି । ବଲାଙ୍ଗିର ପୋଲିସକୁ଼ ମିଳିଛି ବଡ଼ ସଫଳତା । ୮୦୦ ରୁ ଅଧିକ କଫ୍ ସିରପ ଜବତ ହୋଇଛି ବୋଲି ସୂଚନା ମିଳିଛି । ୫ ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଲାଙ୍ଗିର ଟାଉନ ପୋଲିସ । ବଲାଙ୍ଗିର ଟିଟିଲାଗଡ଼ ରାସ୍ତାର ସ୍ମାର୍ଟ ପାର୍କ ନିକଟରେ କଫ…

ବ୍ରିଜ ତଳକୁ ଖସିଲା ଲୁହାଛଡ଼ ବୋଝେଇ ଟ୍ରକ, ହେଲ୍ପର ଗାଡ଼ି ଭିତରେ ଚାପି ହୋଇଥିବା ସୂଚନା

ପାଟଣାଗଡ଼: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଲୁହାଛଡ଼ ବୋଝେଇ ଟ୍ରକ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ପଦ୍ମପୁର ପାଟଣାଗଡ଼ ମୁଖ୍ୟରାସ୍ତା ଜୁରିଆ ବ୍ରିଜ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରୁ ଡ୍ରାଇଭରକୁ ଉଦ୍ଧାର କରି ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ହେଲ୍ପର ଗାଡ଼ି…

ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା ଅଭିଯୋଗ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବଲାଙ୍ଗିର : ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା । ବଲାଙ୍ଗିର ତୁଳସୀନଗର ରେ ଅଭାବନୀୟ ଘଟଣା l ପାରିବାରିକ ଗଣ୍ଡଗୋଳ ରେ ଚାଲିଗଲା ଜ୍ୱାଇଁଙ୍କ ଜୀଵନ l ପିଟି ପିଟି ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ତୁଳସୀ ନଗରର ଯଦୁ । ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ…

ଭାଇ ହେଲା ଭଗାରୀ, ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ

ବଲାଙ୍ଗୀର: ଭାଇ ହେଲା ଭଗାରୀ ।  ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ ।  ଗତ ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜ ତଳୁ ସାନଭାଇ ନାଟରାଜ ଥନାପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ନାଟରାଜଙ୍କ ବଡଭାଇ ନବ ଥାନାପତି ସୁପାରୀ ଦେଇ ତାଙ୍କୁ ହତ୍ୟା କରିଥିବା…

ପାରିବାରିକ କଳହର କୁପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଅଭାବନୀୟ ଘଟଣା ।  ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ   ଶ୍ୱଶୁର ଆଗରେ ସ୍ତ୍ରୀ କୁ ହତ୍ୟା କଲା ନିଶାସକ୍ତ ସ୍ୱାମୀ  ।  ବଲାଙ୍ଗିର ଦେଓଗାଁ ଥାନା ଜୁର୍ଲାକାନି ଗାଁରେ ଘଟଣା ଘଟିଛି। ମୃତକ ହେଲେ ତପ ମଲ୍ଲିକ ।  ଅଭିଯୁକ୍ତ ସ୍ୱାମୀ ମାଧବ ମଲ୍ଲିକ…

ଆଜିଠୁ ଆଦିବାସୀଙ୍କ ପ୍ରସିଦ୍ଧ ଶୂଳିଆ ଯାତ୍ରା, ପରମ୍ପରା ନାଁରେ ପୁଣି ଥରେ ରକ୍ତରଂଜିତ ହେଲା ପୀଠ  

ବଲାଙ୍ଗିର: ରକ୍ତ ରଞ୍ଜିତ ହେଲା ଶୂଳିଆ ପୀଠ ।  ଆଜିଠୁ ଆଦିବାସୀଙ୍କ ପ୍ରସିଦ୍ଧ ଶୂଳିଆ ଯାତ୍ରା ।   ପରମ୍ପରା ନାଁରେ ପୁଣି ଥରେ ରକ୍ତ ରଂଜିତ ହେଲା ପୀଠ ।  ଖଇର ଗୁଡାର ବଡ଼ଖଳା କୁମୁରିଆର ସାନଖାଳ ଓ ନୂଆଖାଳରେ ପାଳନ ହେଉଛି ଶୂଳିଆ ଯାତ୍ରା ।  କିଛି ବର୍ଷ ହେବ ପରମ୍ପରାରେ ହକିଛି ବର୍ଷ ହେବ ଆଉ…

ଶୈବପୀଠ ହରିଶଙ୍କରରେ ବାଦଲଫଟା ବର୍ଷା, ଝରଣା ପାଖକୁ ନଯିବାକୁ ବାରଣ କରିଥିଲେ ମନ୍ଦିର କର୍ତ୍ତୃପକ୍ଷ

ପାଟଣାଗଡ଼: ବଲାଙ୍ଗିରର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବାଦଲ ଫଟା ବର୍ଷା । ଗତକାଲି ସଂଧ୍ୟାରେ ହଠାତ ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କରର ପାପନାଶିନୀ ଝରଣାରେ ଅକସ୍ମାତ ବନ୍ୟା ଆସିଥିଲା । ସ୍ଥିତି ଏପରି ହୋଇଥିଲା କି ଝରଣା କୂଳରେ ଥିବା ସୁରକ୍ଷା ବାଡ ଓ ପୋଲ ଉପରେ ବି ପାଣି ଚାଲୁଥିଲା । ପ୍ରବଳ…

ବାହାଘର ବେଳେ ବନ୍ଧୁକ ଧରି ପଶିଲେ ୭ ଯୁବକ, ପୋଲିସର ତଦନ୍ତ ଜାରି

ବଲାଙ୍ଗିର : ବାହାଘର ଚାଲିଥିଲା, ବନ୍ଧୁକ ଧରି ପଶିଲେ ମାତାଲ ୭ ଯୁବକ ।  ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାବିଯୋର ଗାଁରୁ ଆସିଛି ଅଭିଯୋଗ । ବାହାଘରରେ ପାଟିତୁଣ୍ଡ କରିବା ସହ ବରକୁ ଖୋଜିଥିଲେ ।  କାହିଁକି ଏପରି କରିଥିଲେ ଜଣା ପଡି ନଥିଲେ ବି ବର ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦେହ…