ବନ୍ଦ ଘରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା, ହତ୍ୟାକାରୀ ଥିଲା ସାନ ଭାଇ

ବଲାଙ୍ଗିର ସାଲେପାଲିରେ ବନ୍ଦ କୋଠରୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା । ହତ୍ୟାକାଣ୍ଡ ରହସ୍ୟ ଖୋଲିଲା ବଲାଙ୍ଗିର ପୋଲିସ । ରିଙ୍କୁ ମେହେରକୁ ହତ୍ୟା କାଟିଛି ତାର ସାନଭାଇ । ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସୂଚନା ।

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ସାଲେପାଲିରେ ବନ୍ଦ କୋଠରୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା । ହତ୍ୟାକାଣ୍ଡ ରହସ୍ୟ ଖୋଲିଲା ବଲାଙ୍ଗିର ପୋଲିସ । ରିଙ୍କୁ ମେହେରକୁ ହତ୍ୟା କଟିଛି ତାର ସାନଭାଇ । ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସୂଚନା ।

ଗତ ୧୭ ତାରିଖରେ ଏକ ବନ୍ଦ କୋଠରୀରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ରିଙ୍କୁ ମେହେରଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଜି ଅଭିଯୁକ୍ତ ସାନଭାଇ ଭବାନୀ ଶଙ୍କର ମେହେରକୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.