ଜୁଆ ଖେଳରୁ ହତ୍ୟାକାଣ୍ଡ ! ପୋଖରୀରେ ଭାସୁଛି ମୃତଦେହ

ପୋଖରୀରେ ଭାସୁଛି ମୃତଦେହ । ଛତାପିପଳ ଗାଁ ପୋଖରୀରେ ଆଜି ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ହେଲେ କାଳୁ ଦୀପ ।

ବଲାଙ୍ଗିର (କେନ୍ୟୁଜ): ପୋଖରୀରେ ଭାସୁଛି ମୃତଦେହ । ଛତାପିପଳ ଗାଁ ପୋଖରୀରେ ଆଜି ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ହେଲେ କାଳୁ ଦୀପ । ଦୁଇ ଦିନ ହେବ ଗାଁ ରେ ଜୁଆ ଖେଳ ଚାଲିଥିଲା । ଆଉ ଏହି ଜୁଆ ଖେଳରୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏବେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି । ଦୁଇ ଦିନ ହେବ ନିଖୋଜ ଥିଲେ କାଳୁ ଦୀପ । ଏନେଇ ପୁଇଁତଲା ଥାନାରେ ଅଭିଯୋଗ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.