Below header

ଅପମିଶ୍ରଣ ବିରୋଧରେ ଅଣ୍ଟା ଭିଡିଲା କଟକ ବଣିକ ସଂଘ, ୧୩ ଜଣ ସଭ୍ୟଙ୍କୁ ନେଇ ଗଠନ ହେଲା ସ୍କ୍ଵାଡ୍‌

କେନ୍ୟୁଜ ବ୍ୟୁରୋ : ଅପମିଶ୍ରଣ ବିରୋଧରେ ଅଣ୍ଟା ଭିଡିଲା କଟକ ବଣିକ ସଂଘ । ଆଗକୁ ମାଲଗୋଦାମ ଭଳି ପୁରାତନ ବ୍ୟବସାୟ କେନ୍ଦ୍ରକୁ ବଦନାମ ହେବାକୁ ଦିଆଯିବ ନାହିଁ ।

ଏନେଇ ୧୩ ଜଣ ସଭ୍ୟଙ୍କୁ ନେଇ ସ୍କ୍ଵାଡ୍‌ ଗଠନ କରାଯାଇଛି । ଆସନ୍ତା ୭ ତାରିଖରୁ ମାଲଗୋଦାମର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ଯାଞ୍ଚ କରାଯିବ ବୋଲି କହିଛି ବଣିକ ସଂଘ । ନକଲି ସାମଗ୍ରୀ ଓ ଅପମିଶ୍ରଣକାରୀଙ୍କ ବିରୋଦ୍ଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.