ଭୁବନେଶ୍ବରରୁ ଆଜି ୧୯୧ ପଜିଟିଭ୍ ଚିହ୍ନଟ, ଆରୋଗ୍ୟ ଲାଭ କଲେ ୬୬ ଜଣ

ଭୁବନେଶ୍ୱର(କେ.ନ୍ୟୁଜ): ଭୁବନେଶ୍ୱରରୁ ଆଜି ଆଉ ୧୯୧ କରୋନା ପଜିଟିଭ ଚିହ୍ନଟ। ଏଥିରେ ୧୪୬ଟି ଲୋକାଲ କେସ ରହିଥିବା ବେଳେ ୪୫ ଜଣ କ୍ୱାରେଣ୍ଟାଇନରୁ ରହିଛନ୍ତି। ଏହାସହ ୬୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.