Below header

ଦୁର୍ଘଟଣାରେ ନଦୀକୁ ଖସିଲା ବାଇକ, ୨ ଗୁରୁତର

ସୁବର୍ଣ୍ଣପୁର ମନମୁଣ୍ଡାରାସ୍ତାର ତେଲନଦୀ ବ୍ରିଜରେ ବାଇକକୁ ଧକା ଦେଲା ଚାରି ଚକିଆ ପିକଅପ ଗାଡ଼ି |

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ମନମୁଣ୍ଡାରାସ୍ତାର ତେଲନଦୀ ବ୍ରିଜରେ ବାଇକକୁ ଧକା ଦେଲା ଚାରି ଚକିଆ ପିକଅପ ଗାଡ଼ି | ଜଣେ ଗୁରୁତର ହୋଇ ଥିବା ବେଳେ ୨ ଜଣ ତେଲନଦୀ ବ୍ରିଜ ତଳକୁ ଛିଟିକି ପଡିଥିବା ଜଣାଯାଇଛି | ଉଭୟଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି | ଆହତ ହୋଇଥିବ ଉଭୟଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.