କଟକ ତାଳଦଣ୍ଡା କେନାଲକୁ ଖସିଲା କାର, ୨ ଗୁରୁତର

କେନାଲକୁ କାର ଖସି ପଡିବାରୁ ୨ ଜଣ ଗୁରୁତର ହୋଇଛନ୍ତି । ଏପରି ଅଘଟଣ ଘଟିଛି ତାଳଦଣ୍ଡା କେନାଲ ରେ । କଟକ ମାତୃଭବନ ସମୁଖରେ କାର ଯାଉଥିବା ବେଳେ ଭାରସାମ୍ଯ ହରାଇ କେନାଲକୁ ଖସିପଡିଥିଲା କାର୍‌। ସ୍ଥାନୀୟ ଲୋକ କାର ଭିତରୁ ଲୋକଙ୍କୁ କାଢ଼ିବାରେ ସକ୍ଷମ ହୋଇଥିଲେ ।

କଟକ(କେନ୍ୟୁଜ) : କେନାଲକୁ କାର ଖସି ପଡିବାରୁ ୨ ଜଣ ଗୁରୁତର ହୋଇଛନ୍ତି । ଏପରି ଅଘଟଣ ଘଟିଛି ତାଳଦଣ୍ଡା କେନାଲ ରେ । କଟକ ମାତୃଭବନ ସମୁଖରେ କାର ଯାଉଥିବା ବେଳେ ଭାରସାମ୍ଯ ହରାଇ କେନାଲକୁ ଖସିପଡିଥିଲା କାର୍‌। ସ୍ଥାନୀୟ ଲୋକ କାର ଭିତରୁ ଲୋକଙ୍କୁ କାଢ଼ିବାରେ ସକ୍ଷମ ହୋଇଥିଲେ ।

ଲୋକେ କାରରେ ଥିବା ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ପଠାଇଛନ୍ତି । ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.